ETV Bharat / sitara

ଚନ୍ଦା ହୋଇଗଲେ ଆୟୁଷ୍ମାନ, ଦେଖନ୍ତୁ ଟିଜର

ପ୍ରଥମଥର ଭିନ୍ନ କାହାଣୀ ନେଇ ପରଦାରେ ନଜର ଆସିବେ ଆୟୁଷ୍ମାନ । ଫିଲ୍ମ ‘ବାଲା’ରେ ଆୟୁଷ୍ମାନଙ୍କ ଅଜବ ଲୁକ ଦେଖିବାକୁ ମିଳିବ । ଯାହାର ମଜାଦାର ଟିଜର ରିଲିଜ ହୋଇଯାଇଛି ।

author img

By

Published : Aug 26, 2019, 7:50 PM IST

ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ବର୍ତ୍ତମାନ ଆୟୁଷ୍ମାନ ଖୁରାନାଙ୍କ ଫ୍ୟାନ୍ସ ତାଙ୍କ ‘ବାଲା’ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ । ଏଥର ଆୟୁଷ୍ମାନ ପୋଲିସ ଅଫିସର ନୁହେଁ ବରଂ ଜଣେ ସାଧାରଣ ବ୍ୟକ୍ତି ଭୂମିକାରେ ନଜର ଆସିବେ । ‘ବାଲା’ ଫିଲ୍ମ ଜରିଆରେ ଆୟୁଷ୍ମାନଙ୍କ ନୂଆ ଅବତାର ଦେଖିବେ ଦର୍ଶକ । ଏହି ଫିଲ୍ମରେ ହ୍ୟାଣ୍ଡସମ ଆୟୁଷ୍ମାନ ଚନ୍ଦା ହୋଇଯାଇଥିବା ଦେଖିବାକୁ ମିଳିବ ।

ଇତିମଧ୍ୟରେ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛି ଫିଲ୍ମର ଟିଜର । ଯାହାକୁ ସୋମବାର ରିଲିଜ କରିଛନ୍ତି ମେକର୍ସ । ଏହି ଟିଜରରେ ଆୟୁଷ୍ମାନ, ଗୌରଭ ରାୱତ ତଥା ବାଲା ଭୂମିକାରେ ଦେଖାଯାଉଛନ୍ତି । ପ୍ରଥମେ ଟିଜରରେ ଆୟୁଷ୍ମାନ ମସ୍ତିଭରା ଅନ୍ଦାଜରେ ଏକ ବାଇକ ରାଇଡ କରି ଯାଉଛନ୍ତି ଆଉ ଗୀତ ମଧ୍ୟ ଗାଇବାରେ ଲାଗିଛନ୍ତି । ଆଉ ସବୁଠାରୁ ମଜାଦାର ହେଲା କି ଗୀତ ମଝିରେ ତାଙ୍କ ମୁଣ୍ଡ କ୍ୟାପ ଉଡିଯାଉଛି । ତାପରେ ଯାହା ହେଲା ଆପଣ ନିଜେ ଦେଖନ୍ତୁ...

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ‘ବାଲା’ରେ ଆୟୁଷ୍ମାନ ଜଣେ ଏମିତି ରୋଗରେ ଆକ୍ରାନ୍ତ ଅଛନ୍ତି ଯାହାଙ୍କ କେଶ ଧିରେ ଧିରେ ଝଡି ଯାଉଛି । ଆଉ ଏପରି ବ୍ୟକ୍ତି ସମାଜରେ କିପରି ସମସ୍ୟା ଦେଇ ଗତି କରୁଛନ୍ତି ତାହା ନେଇ ଆଧାରିତ ଫିଲ୍ମ । ଫିଲ୍ମକୁ ଆସନ୍ତା ନଭେମ୍ବର 22ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.