ETV Bharat / sitara

ଓଟିଟି ପ୍ଲାଟଫର୍ମରେ ଆୟୁଷ୍ମାନଙ୍କ ସମଲିଙ୍ଗୀ କାହାଣୀ

author img

By

Published : Apr 19, 2020, 6:59 AM IST

ଦର୍ଶକଙ୍କୁ ମିଳିଲା ସରପ୍ରାଇଜ । ଆମାଜନ ପ୍ରାଇମରେ ଆୟୁଷ୍ମାନଙ୍କ ଫିଲ୍ମ । ଅଧିକା ପଢନ୍ତୁ...

ayushmann khurrana
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନାଙ୍କ ଫ୍ୟାନ୍ସଙ୍କ ପାଇଁ ଲକଡାଉନରେ ମିଳିଛି ସରପ୍ରାଇଜ । ଏବେ ଘରେ ବନ୍ଦ ଥିବା ଦର୍ଶକ ମୋବାଇଲରେ ତାଙ୍କ ଚର୍ଚ୍ଚିତ ଫିଲ୍ମ ଦେଖିପାରିବେ । ଏବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଏବେ ଓଟିଟି ପ୍ଲାଟଫର୍ମରେ ସାମିଲ ହୋଇଛି।

ଫିଲ୍ମଟି ଆମାଜନ ପ୍ରାଇମ ଭିଡିଓରେ ଦର୍ଶକ ଦେଖିପାରିବେ। ଫିଲ୍ମରେ ଆୟୁଷ୍ମାନଙ୍କ ସହ ରୋମାନ୍ସ କରିଛନ୍ତି ଅଭିନେତା ଜିତେନ୍ଦ୍ର କୁମାର। ପ୍ରଥମଥର ଫିଲ୍ମରେ ଆୟୁଷ୍ମାନ ସମଲିଙ୍ଗୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।

ହିତେଶ କାଭଲ୍ୟଙ୍କ ଦ୍ବାରା ଫିଲ୍ମର କାହାଣୀ ଲେଖାଯିବା ସହ ନିର୍ଦ୍ଦେଶିତ ମଧ୍ୟ କରାଯାଇଥିଲା । ଫିଲ୍ମଟି ବକ୍ସ ଅଫିସରେ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ସେହିପରି ଗତ ବର୍ଷ ଆୟୁଷ୍ମାନଙ୍କ ଡ୍ରିମ ଗାର୍ଲ ଓ ବାଲା ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.