ETV Bharat / sitara

‘ଗୁଲାବୋ ସିତାବୋ’ର ମଜାଦାର ଟିଜର, ଭାଇରାଲ ଭିଡିଓ

ଜୁନ 12ରେ ରିଲିଜ ହେବ ‘ଗୁଲାବୋ ସିତାବୋ’ । ଅମିତାଭ ଓ ଆୟୁଷ୍ମାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ବ୍ୟାକୁଳ ଦର୍ଶକ ।

author img

By

Published : May 19, 2020, 9:44 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: କିଛି ଦିନ ଚର୍ଚ୍ଚାରେ ହେବ ମହାନାୟକ ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ ସିତାବୋ’ । ଯେବେଠୁ ମେକର୍ସ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବାକୁ ଘୋଷଣା କରିଛନ୍ତି ସେବେଠୁ ସିନେମା ଘର ମାଲିକଙ୍କ କ୍ରୋଧ ଦେଖିବାକୁ ମିଳୁଛି । ଆସନ୍ତା ଜୁନ 12ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ଏହି ଫିଲ୍ମ । ଇତିମଧ୍ୟରେ ଫିଲ୍ମର ନୂଆ ଟିଜର ଜାରି ହୋଇଯାଇଛି । ଯାହା ଖୁବ୍ ମଜାଦାର ହୋଇଛି।

ଆୟୁଷ୍ମାନ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ଟିଜର ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ହୋଶିୟାରି ଔର ଚାଲାକି କି ଏକ ପ୍ରାଇସଲେସ ଯୋଡି । ଏହି ଫିଲ୍ମର ଟ୍ରେଲର ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଗୁଲାବୋ ସିତାବୋ ସହ ଆମାଜନ ପ୍ରାଇମରେ ସାକ୍ଷାତ କରନ୍ତୁ । ଜୁନ 12 ଫିଲ୍ମର ଡିଜିଟାଲ ପ୍ଲାଟଫର୍ମ ପ୍ରିମିୟର।’ ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.