ETV Bharat / sitara

ପୁଣି ଏକାଠି ନଜର ଆସିବେ ଆୟୁଷ୍ମାନ-ଭୂମି

ଅମର କୌଶିକଙ୍କ ଆଗାମୀ ଫିଲ୍ମ 'ବାଲା'ରେ ନଜର ଆସିବେ 'ଦମ ଲଗାକେ ହୈସା'ର ଯୋଡି ଆୟୁଷ୍ମାନ-ଭୂମି ।

author img

By

Published : May 1, 2019, 3:40 PM IST

Updated : May 1, 2019, 3:59 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଫିଲ୍ମ 'ସ୍ତ୍ରୀ'ର ନିର୍ଦ୍ଦେଶକ ଅମର କୌଶିକ ଛୋଟ ସହରର କାହାଣୀକୁ ନେଇ ତିଆରି କିରବାକୁ ଯାଉଛନ୍ତି 'ବାଲା'ଫିଲ୍ମ । ଏଥିରେ ଏକାଠି ନଜର ଆସିବେ 'ଦମ ଲଗାକେ ହୈସା'ର ଯୋଡି ଆୟୁଷ୍ମାନ ଓ ଭୂମି ପେଡନକର ।

ସମାଜରେ କିପରି ସୁନ୍ଦରତାକୁ ନେଇ ଅନ୍ୟ ସହ ତୁଳନା କରାଯାଉଛି ଓ ଏହାକୁ ନେଇ ଫିଲ୍ମର ମୁଖ୍ୟଚରିତ୍ର ଆୟୁଷ୍ମାନ-ଭୂମି କିପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି, ସେହି ବିଷୟରେ ହିଁ ଫିଲ୍ମର କାହାଣୀ । ନିର୍ଦ୍ଦେଶକଙ୍କ କହିବାନୁସାରେ, କାନପୁରର ପୃଷ୍ଠଭୂମିକୁ ନେଇ କାହାଣୀ ଲେଖାଯାଇଛି । କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ।

ଫିଲ୍ମ ପାଇଁ ଆୟୁଷ୍ମାନ ଓ ଭୂମି ପୁରା ଠିକ ବୋଲି କହିଥିଲେ ଅମର କୌଶିକ । ଫିଲ୍ମର ସୁଟିଂ 10-15 ଦିନ ଭିତରେ ଆରମ୍ଭ ହେବ । ତେବେ ନିର୍ଦ୍ଦେଶକ ଅମର କୌଶିକ 'ସ୍ତ୍ରୀ' ର ସିକ୍ବେଲ ପାଇଁ ମଧ୍ୟ ପ୍ରସ୍ତୁତି କରୁଛନ୍ତି । 'ସ୍ତ୍ରୀ' ଫିଲ୍ମ ପାଇଁ ଦର୍ଶକ ବେଶି ଆଶା ରଖୁଥିବାରୁ ତାକୁ ସମୟ ନେଇ ତିଆରି କରିବେ ବୋଲି କହିଛନ୍ତି ଅମର ।

Intro:Body:

shreemayee

Conclusion:
Last Updated : May 1, 2019, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.