ETV Bharat / sitara

ଅମୀଷା ପଟେଲଙ୍କ ନାଁରେ ୱାରେଣ୍ଟ, ହୋଇପାରନ୍ତି ଗିରଫ

author img

By

Published : Oct 12, 2019, 4:54 PM IST

Updated : Oct 12, 2019, 5:43 PM IST

ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ  ରାଞ୍ଚି କୋର୍ଟରେ ଆରେଷ୍ଟ ୱାରେଣ୍ଟ ଜାରି ।

ଫଟୋ ସୌଜନ୍ୟ-ଟ୍ବିଟର@@ameesha_patel

ରାଞ୍ଚି: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ନାଁରେ ରାଞ୍ଚି କୋର୍ଟରେ ଆରେଷ୍ଟ ୱାରେଣ୍ଟ ଜାରି । ଅଢେଇ କୋଟିର ଚେକ ବାଉନ୍ସ ଅଭିଯୋଗରେ ପ୍ରଯୋଜକ ଅଜୟ କୁମାର ଅମିଷା ଓ ତାଙ୍କ ବିଜନେସ ପାର୍ଟନରଙ୍କ ନାଁରେ ଏହି ମାମଲା ଦାୟର କରିଛନ୍ତି ।

ଅଜୟଙ୍କ କହିବା ଅନୁଯାୟୀ, 2018ରେ ଫିଲ୍ମ ଦେଶୀ ମ୍ୟାଜିକ ନିର୍ମାଣ ପାଇଁ ସେ ଅମୀଷାଙ୍କୁ 3 କୋଟି ଟଙ୍କା ଋଣ ଦେଇଥିଲେ । ହେଲେ ପରେ ଅମୀଷା ଟଙ୍କା ଦେବା ନେଇ ଧରାଛୁଆଁ ଦେଉନଥିଲେ । ଶେଷରେ ପୁଣି ଅମୀଷା ଅଢେଇ କୋଟିର ଚେକ ଦେଇଥିଲେ । କିନ୍ତୁ ଚେଟକୁ ବ୍ୟାଙ୍କ ନେବା ପରେ ତାହା ବାଉନ୍ସ ହୋଇଯାଇଥିଲା । ଏ ନେଇ ଅଜୟ ଅମୀଷାଙ୍କ ବିରୋଧରେ ରାଞ୍ଚି କୋର୍ଟରେ ଠକେଇ ମାମଲା ଦାୟର କରିଥିଲେ । ଏହା ପରେ ବି ଅମୀଷାଙ୍କ ଅଜୟଙ୍କୁ କୌଣସି ରେସପଣ୍ଡ କରିନଥିଲେ ।

ଏହା ପରେ ଅମୀଷାଙ୍କୁ ସମନ ଜାରି କରାଯାଇଥିଲା । ଟଙ୍କାକୁ ନେଇ କୋର୍ଟରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଚାଲିଥିଲା । ଏହି ସମୟରେ ନାମୀଦାମୀ ଜଣାଶୁଣା ଲୋକଙ୍କ ସମ୍ପର୍କ ଦେଖାଇ ଧମାକାଇଥିବା ଅଭିଯୋଗ ଆସିଛି । ତେବେ ଏଭଳି ମାମଲା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଅମୀଷାଙ୍କ ନାଁରେ ଠକେଇ ଅଭିଯୋଗ ଆସିଛି ।

Intro:Body:

BLANK FOR LINK 

Conclusion:
Last Updated : Oct 12, 2019, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.