ମୁମ୍ବାଇ: ଫେମସ ଅଭିନେତ୍ରୀ ସ୍ବରା ଭାସ୍କର ସବୁବେଳେ ନିଜ ବନ୍ଦାସ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଏକ ଟ୍ବିଟ କରି ଚର୍ଚ୍ଚାର ବିଷୟ ପାଲଟିଥିଲେ । ଆଉ ଏବେ ତାଙ୍କୁ ନେଇ ନୂଆ ସମସ୍ୟା । ବର୍ତ୍ତମାନ ଟ୍ବିଟରରେ ‘#ଆରେଷ୍ଟସ୍ବରାଭାସ୍କର’ ଟ୍ରେଣ୍ଡ କରିବାରେ ଲାଗିଛି ।
-
Anti Hindus Delhi riots started from here, @ReallySwara should be arrested too for inciting larger gatherings. @DelhiPolice@kavita_tewari @seriousfunnyguy @AshokGoelBJP @M_Lekhi #ArrestSwaraBhaskarpic.twitter.com/qgu56T3gyO
— JAY MERCHANT (@CtBaroda) June 6, 2020 " class="align-text-top noRightClick twitterSection" data="
">Anti Hindus Delhi riots started from here, @ReallySwara should be arrested too for inciting larger gatherings. @DelhiPolice@kavita_tewari @seriousfunnyguy @AshokGoelBJP @M_Lekhi #ArrestSwaraBhaskarpic.twitter.com/qgu56T3gyO
— JAY MERCHANT (@CtBaroda) June 6, 2020Anti Hindus Delhi riots started from here, @ReallySwara should be arrested too for inciting larger gatherings. @DelhiPolice@kavita_tewari @seriousfunnyguy @AshokGoelBJP @M_Lekhi #ArrestSwaraBhaskarpic.twitter.com/qgu56T3gyO
— JAY MERCHANT (@CtBaroda) June 6, 2020
କଥାଟି ହେଲା ଯେ ଯେତେବେଳେ ସିଏଏ ଓ ଏନଆରସି ବିଷୟରେ ଦେଶରେ ବିବାଦ ସୃଷ୍ଟି ହୋଇଥିଲା । ସେହି ସମୟରେ ସ୍ବରା ପ୍ରଦର୍ଶନକାରୀଙ୍କୁ ସମର୍ଥନ କରି ବିରୋଧ ପ୍ରଦର୍ଶନରେ ଯୋଗ ଦେଇଥିଲେ । ଆଉ ଦେଶ ବିରୋଧୀ ସ୍ଲୋଗାନ ମଧ୍ୟ ଗାଇଥିଲେ । ବର୍ତ୍ତମାନ ଟ୍ବିଟରରେ ସ୍ବାରାଙ୍କ ସେହି ସ୍ଲୋଗାନର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଆଧାର କରି ଏବେ ‘#ଆରେଷ୍ଟସ୍ବରାଭାସ୍କର’ ଟ୍ବିଟରରେ ଟ୍ରେଣ୍ଡ କରାଇଛନ୍ତି କିଛି ୟୁଜର୍ସ ।
ପ୍ରକାଶ ଥାଉକି ଏହି ଭାଷଣରେ ସ୍ବରା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି । ସଂଖ୍ୟାଲଘୁଙ୍କୁ କାହିଁକି ଟାର୍ଗେଟ କରାଯାଇଛି? ଏହା ମଧ୍ୟ ପ୍ରଶ୍ନ କରୁଥିବାର ନଜର ଆସୁଛନ୍ତି ।