ETV Bharat / sitara

ଅର୍ଜୁନଙ୍କ ପୋଷ୍ଟରେ ମଜାଦାର କମେଣ୍ଟ କଲେ କ୍ୟାଟ୍ରିନା

ନିକଟରେ ଅର୍ଜୁନ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଲୁକ୍ ର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅର୍ଜୁନ ଏକ ହଳଦିଆ ସର୍ଟ ସହିତ ଡେନିମ୍ ଜିନ୍ସରେ ବହୁତ ଷ୍ଟାଇଲିସ୍ ଦେଖାଯାଉଛନ୍ତି । ଅର୍ଜୁନଙ୍କ ଏହି ଫଟୋରେ କ୍ୟାଟ୍ରିନା କମେଣ୍ଟ ବକ୍ସରେ ଲେଖିଛନ୍ତି, 'ଉ ହୁ' । ଅଧିକ ପଢନ୍ତୁ...

Photo: Arjun Kapoor shares his new look on social media, Katrina Kaif comments
ଅର୍ଜୁନଙ୍କ ପୋଷ୍ଟରେ ମଜାଦାର କମେଣ୍ଟ କଲେ କ୍ୟାଟ୍ରିନା
author img

By

Published : Jul 15, 2020, 8:32 PM IST

ନୂଆଦିଲ୍ଲୀ: ବଲିଉଡର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ସୋସିଆଲ ମିଡିଆରେ ତାଙ୍କର ଏକ ନୂଆ ଲୁକ୍ ର ଫଟୋ ସେୟାର କରିଛନ୍ତି । ଅର୍ଜୁନଙ୍କ ଏହି ଫଟୋରେ ତାଙ୍କ ବିଏଫ୍ଏଫ୍ କ୍ୟାଟ୍ରିନା କୌଫ ଏକ ମଜାଦାର କମେଣ୍ଟ କରି ପ୍ରଂଶସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନିକଟରେ ଅର୍ଜୁନ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଲୁକ୍ ର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅର୍ଜୁନ ଏକ ହଳଦିଆ ସର୍ଟ ସହିତ ଡେନିମ୍ ଜିନ୍ସରେ ବହୁତ ଷ୍ଟାଇଲିସ୍ ଦେଖାଯାଉଛନ୍ତି । ଫଟୋ କ୍ୟାପସନରେ ଅର୍ଜୁନ ଲେଖିଛନ୍ତି, ଲେଫ୍ଟ ବାଲା ସାଇଡ ରାଇଟ ବାଲେ ସାଇଡ ସେ ଲମ୍ବା ହେ କ୍ୟା ?

ଅର୍ଜୁନଙ୍କ ଏହି ଫଟୋକୁ ପ୍ରଶଂସକଙ୍କ ସହିତ ସେଲିବ୍ରିଟିମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।

ଅର୍ଜୁନଙ୍କ ଏହି ଫଟୋରେ କ୍ୟାଟ୍ରିନା କମେଣ୍ଟ ବକ୍ସରେ ଲେଖିଛନ୍ତି, 'ଉ ହୁ' ।

ଏଥିସହିତ ଅର୍ଜୁନଙ୍କ ଏହି ଫଟୋରେ ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ କମେଣ୍ଟ ବକ୍ସରେ ଲେଖିଛନ୍ତି, 'ପରଫେକ୍ଟ ହେ' ।

ଏହି ସମୟରେ, ଅର୍ଜୁନ ଅଭିନେତ୍ରୀ ମଲାଇକା ଆରୋରାଙ୍କ ସହ ରିଲେସନସିପରେ ଅଛନ୍ତି ।

ପ୍ରକାଶ ଥାଉକି, ଅର୍ଜୁନ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟରେ ରକୁଲ ପ୍ରୀତ ସିଂଙ୍କ ସହିତ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.