ETV Bharat / sitara

ଅରହାନ ଖୋଲିଲେ ରଶ୍ମିଙ୍କ ରାଜ୍: ଖରାପ ହୋଇପାରେ ସମ୍ପର୍କ - ସଲମାନଙ୍କ ୱିକେଣ୍ଡ ୱାର

ଅରହାନ ଖୋଲିଲେ ରଶ୍ମିଙ୍କ ରାଜ୍ । ରଶ୍ମିଙ୍କୁ ସାହାରା ଦେବାକୁ ଯାଇ ସଲମାନ ନ୍ୟାସନାଲ ଟେଲିଭିଜନରେ ଅରହାନଙ୍କ ପୂର୍ବ ସ୍ତ୍ରୀ ଏବଂ ପିଲାଙ୍କ ରାଜ ଖୋଲିଛନ୍ତି । ଅଧିକ ପଢନ୍ତୁ..

ଅରହାନ ଖୋଲିଲେ ରଶ୍ମିଙ୍କ ଅତିତ: ଖରାପ ହୋଇପାରେ ସମ୍ପର୍କ

author img

By

Published : Dec 9, 2019, 12:29 PM IST

ମୁମ୍ବାଇ: ବିଗବସ୍ ସିଜନ 13 । ଟ୍ବିଷ୍ଟରେ ଭରା ଏହି ସିଜନରେ ଅନେକ କିଛି ଦେଖିବାକୁ ମିଳୁଛି । ଆଉ ନିକଟରେ ସଲମାନଙ୍କ ୱିକେଣ୍ଡ କା ୱାର ଘରେ ଆଣିଛି ଭୂକମ୍ପ ।

ଗତ ରବିବାର ସଲମାନଙ୍କ ୱିକେଣ୍ଡ ୱାରରେ ଏମିତି କିଛି ଦେଖିବାକୁ ମିଳିଥିଲା । ଯାହା କେହିବି ଆକଳନ କରିନଥିଲେ । ତେବେ ସଲମାନ ନ୍ୟାସନାଲ ଟେଲିଭିଜନରେ ଅରହାନଙ୍କ ପୂର୍ବ ସ୍ତ୍ରୀ ଏବଂ ପିଲାଙ୍କ ରାଜ ଖୋଲିଛନ୍ତି । ଏହା ଶୁଣିବାପରେ ରଶ୍ମିଙ୍କ ସମେତ ସମସ୍ତ ଘର ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହା ଶୁଣିବାପରେ ରଶ୍ମି ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ଯେଉଁ କାରଣରୁ ତାଙ୍କୁ ସାହାର ଦେବାକୁ ସଲମାନ ନିଜେ ଘରକୁ ଏଣ୍ଟ୍ରି ମାରିଥିଲେ ।

arhaan khan talking about rashami desai past
ଅରହାନ ଖୋଲିଲେ ରଶ୍ମିଙ୍କ ଅତିତ: ଖରାପ ହୋଇପାରେ ସମ୍ପର୍କ

ଘରକୁ ଯିବାସହ ସେ ରଶ୍ମିଙ୍କୁ ଆଲିଙ୍ଗନ କରି ଆଶ୍ବସନା ଦେଇଥିଲେ । ଏହାସହ ଥଣ୍ଡା ମୁଣ୍ଡରେ ଏସବୁ ବିଚାର କରିବାକୁ କହିଥିଲେ । ଏହାପରେ ମାମଲା ଥଣ୍ଡା ପଡିଥିଲା । ମାତ୍ର ବର୍ତ୍ତମାନ ଆଉ ଏକ ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁଥିରେ ଅରହାନ ରଶ୍ମୀଙ୍କ ଅତୀତ ସମ୍ପର୍କରେ ସେଫାଲିଙ୍କ ସାମ୍ନାରେ କହୁଥିବାର ନଜର ଆସୁଛନ୍ତି ।

ଅରହାନ ସେଫାଲୀ ବଗ୍ଗାଙ୍କ ସାମ୍ନାରେ ନିଜର ଏବଂ ରଶ୍ମିଙ୍କ ପୁରୁଣା ସମ୍ପର୍କ ବିଷୟରେ କହୁଥିବାର ନଜର ଆସୁଛନ୍ତି । ସେ କହୁଛନ୍ତି, ମୁଁ ଏବେବି ରଶ୍ମୀଙ୍କ ପାଇଁ କିଛି ବ କରିପାରେ । ଯଦି ମୁଁ ବିଗବସର ଟ୍ରଫି ଜିତେ ତେବେ ତାହା ମୁଁ ରଶ୍ମିଙ୍କୁ ଦେବି । ଯାହାଦ୍ବାରା ସେ ଖୁସି ହୋଇଯିବେ ।

ଏହାମଧ୍ୟରେ ସେ ରଶ୍ମିଙ୍କୁ ନେଇ ଏମିତି କିଛି କହିଥିଲେ ଯାହା ତାଙ୍କୁ ସମସ୍ୟାରେ ପକାଇପାରେ । ସେ କହିଛନ୍ତି, ଯେତେବେଳ ରଶ୍ମି ରାସ୍ତାକୁ ଆସିଯାଇଥିଲେ, କେବଳ ମୁଁ ହିଁ ଜାଣିଛି ମୁଁ ତାଙ୍କୁ କେଉଁପରି ଭାବେ ସାହାର ଦେଇଛି ।

ଏଠାରେ ଆପଣଙ୍କୁ କହିରଖୁଛୁ ଯେ, 3 ବର୍ଷ ପୂର୍ବେ ରଶ୍ମି ଦେବାଳିଆ ହୋଇଯାଇଥିଲେ । ତାଙ୍କ ପାଖରେ କୌଣସି କାମ କିମ୍ବା ଟଙ୍କା ନଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.