ମୁମ୍ବାଇ:ମାର୍ଚ୍ଚ 6ରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ଫିଲ୍ମ "ଦୁବାରା"ର ସୁଟିଂ ଆରମ୍ଭ କରିଥିବା ଘୋଷଣା ଇନଷ୍ଟାଗ୍ରାମରେ କରିଛନ୍ତି ।
ମାର୍ଚ୍ଚ 3 ରେ ଆୟକର ବିଭାଗ ତାପସୀ ପନ୍ନୁ ଏବଂ ଅନୁରାଗ କାଶ୍ୟପ ଏବଂ ସେମାନଙ୍କ ସହଯୋଗୀଙ୍କ ଘର ଉପରେ ଚଢାଉ କରିଥିଲା । ଟିକସ୍ ଫାଙ୍କିବା ଅଭିଯୋଗରେ ଚଢାଉ କରାଯାଇଥିଲା ।
- " class="align-text-top noRightClick twitterSection" data="
">
ଏବେ ଫିଲ୍ମ ନିର୍ମାତା ପନ୍ନୁଙ୍କ ସହ ଏକ ଫଟୋ ସେୟାର କରି କହିଛନ୍ତି ଯେ ସେ ତାଙ୍କର ଦ୍ବିତୀୟ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି । ଏଥିସହିତ ଅନୁରାଗ କହିଛନ୍ତି, ଯେଉଁମାନେ ଆମକୁ ଘୃଣା କରନ୍ତି ସେମାନଙ୍କୁ ଆମ ତରଫରୁ ଭଲପାଇବା " ।