ETV Bharat / sitara

ଲୋକଙ୍କୁ ମାଗଣା ଅକ୍ସିଜେନ-ଭେଣ୍ଟିଲେଟର ଯୋଗାଉଛନ୍ତି ଅନୁପମ

ଏବେ ଅନୁପମ 'ପ୍ରୋଜେକ୍ଟ ହିଲ୍ ଇଣ୍ଡିଆ' ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସମଗ୍ର ଭାରତରେ ମାଗଣା ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ରିଲିଫ୍ ସେବା ଯୋଗାଇବାରେ ସାହାଯ୍ୟ କରିବେ । ଅଧିକ ପଢନ୍ତୁ...

Anupam Kher's 'Project Heal India' to provide medical equipments in covid crisis
ଲୋକଙ୍କୁ ମାଗଣା ଅକ୍ସିଜେନ-ଭେଣ୍ଟିଲେଟର ଯୋଗାଉଛନ୍ତି ଅନୁପମ
author img

By

Published : May 13, 2021, 10:16 PM IST

ମୁମ୍ବାଇ: କୋରୋନାର ଦ୍ବିତାୟ ଲହରରେ ଡାକ୍ତରଖାନାରେ ଔଷଧ, ଅକ୍ସିଜେନ ଏବଂ ବେଡ ଅଭାବରୁ ଲୋକମାନେ ଜୀବନ ହରାଉଛନ୍ତି । ଏଥି ସହିତ କୋରୋନାରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବାକୁ ଫିଲ୍ମ ତାରକାମାନେ ମଧ୍ୟ ଆଗକୁ ଆସୁଛନ୍ତି । ଏହି ତାଲିକାରେ ଏବେ ଅଭିନେତା ଅନୁପମ ଖେରଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି ।

ଲୋକଙ୍କୁ ମାଗଣା ଅକ୍ସିଜେନ-ଭେଣ୍ଟିଲେଟର ଯୋଗାଉଛନ୍ତି ଅନୁପମ

ସେ 'ପ୍ରୋଜେକ୍ଟ ହିଲ୍ ଇଣ୍ଡିଆ' ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସମଗ୍ର ଭାରତରେ ମାଗଣା ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ରିଲିଫ୍ ସେବା ଯୋଗାଇବାରେ ସାହାଯ୍ୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.