ETV Bharat / sitara

ତୁଷାରପାତ ଉପଭୋଗ କରୁଛନ୍ତି ଅଙ୍କିତା ଲୋଖଣ୍ଡେ - ତୁଷାରପାତ ଉପଭୋଗ କରୁଛନ୍ତି ଅଙ୍କିତା ଲୋଖଣ୍ଡେ

ଏବେ ଅଙ୍କିତା ଲୋଖଣ୍ଡେ ତାଙ୍କ ବୟଫ୍ରେଣ୍ତ ବିକିଙ୍କ ସହ ଏକ ପାହାଡ ଅଞ୍ଚଳକୁ ଟ୍ରିପରେ ଯାଇଛନ୍ତି । ଏହି ଟ୍ରିପରେ ଅଙ୍କିତା ତୁଷାରପାତକୁ ଉପଭୋଗ କରୁଛନ୍ତି । ଅଧିକ ପଢନ୍ତୁ...

ankita-lokhande-shared-a-video-enjoying-snowfall
ତୁଷାରପାତ ଉପଭୋଗ କରୁଛନ୍ତି ଅଙ୍କିତା ଲୋଖଣ୍ଡେ
author img

By

Published : Feb 16, 2021, 9:26 PM IST

ମୁମ୍ବାଇ: ଆଜିକାଲି ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ବୟଫ୍ରେଣ୍ତ ବିକି ଜୈନଙ୍କ ସହ ଏକ ଏକ ପାହାଡ ଅଞ୍ଚଳକୁ ଟ୍ରିପରେ ଯାଇଛନ୍ତି ।

ଏହି ଟ୍ରିପରେ ଅଙ୍କିତା ତୁଷାରପାତକୁ ଉପଭୋଗ କରୁଛନ୍ତି ।

ଅଙ୍କିତା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ହିଲ ଷ୍ଟେସନରେ ବହୁତ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି ।

ଏହାପୂର୍ବରୁ ଭିଡିଓରେ ଅଙ୍କିତାଙ୍କ ବୟଫ୍ରେଣ୍ତ ବିକି କହିଥିଲେ ଯେ, ସେମାନେ ନାରକୋଣ୍ଡା ଯିବାକୁ ପ୍ରସ୍ତୁତ ହେଉଛନ୍ତି ।

ଏହି ଭାଲେଣ୍ଟାଇନ୍ ଡେ’ ସେଲିବ୍ରେଟ କରିବାକୁ ଅଙ୍କିତା ଶିମଲାରେ ଅଛନ୍ତି। ସେ ଶିମଲା ଠାରୁ ଅନେକ ସୁନ୍ଦର ଝଲକ ସେୟାର କରିଛନ୍ତି ।

ପ୍ରକାଶ ଥାଉ ଯେ, ଅଙ୍କିତାଙ୍କୁ ଶେଷ ଥର ପାଇଁ କଙ୍ଗନା ରାଣାୱତଙ୍କ ଫିଲ୍ମ 'ମଣିକର୍ଣ୍ଣିକା'ରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.