ETV Bharat / sitara

ବର୍ଥଡେ’ ଗାର୍ଲଙ୍କୁ ହଟି କହି ଅଭିନନ୍ଦନ ଦେଲେ ଅଙ୍ଗଦ

author img

By

Published : Aug 27, 2020, 3:55 PM IST

ଆଜି ବଲିଉଡର ଜଣାଶୁଣା ଅଭିନେତ୍ରୀ ନେହା ଧୁପିଆ ନିଜର ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସ୍ୱାମୀ ଅଙ୍ଗଦ ମଧ୍ୟ ଏକ ଖାସ ଅନ୍ଦାଜରେ ନେହାଙ୍କୁ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

angad bedi shares stunning pictures of his pillar of strength neha dhupia on her birthday
ଖାସ ଅନ୍ଦାଜରେ ପତ୍ନୀ ନେହାଙ୍କୁ ବର୍ଥଡେ ଓ୍ବିଶ କଲେ ଅଙ୍ଗଦ

ନୂଆଦିଲ୍ଲୀ: ଆଜି ବଲିଉଡର ଜଣାଶୁଣା ଅଭିନେତ୍ରୀ ନେହା ଧୁପିଆ ନିଜର ଜନ୍ମଦିନ ପାଳନ କରୁଛନ୍ତି । ଲକଡାଉନ ଚାଲିଥିବା ଯୋଗୁଁ ସ୍ୱାମୀ ଅଙ୍ଗଦ ବେଦୀ ଏବଂ ଝିଅ ମେହେରଙ୍କ ସହ ନେହା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି ।

ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ଅଙ୍ଗଦ ମଧ୍ୟ ଏକ ଖାସ ଅନ୍ଦାଜରେ ନେହାଙ୍କୁ ବର୍ଥଡେ ଓ୍ବିଶ କରିଛନ୍ତି ।

ଆଜି ଅଙ୍ଗଦ ଇଷ୍ଟାଗ୍ରାମରେ ନେହାଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଅଙ୍ଗଦ ନେହାଙ୍କ ସହ କ୍ୟାମେରା ଆଗରେ ପୋଜ୍ କରୁଥିବାର ଦେଖିବାକୁ ମିଳିଥିଲା ।

ଏହି ଫଟୋର କ୍ୟାପସନରେ ଅଙ୍ଗଦ ଲେଖିଛନ୍ତି, ଶ୍ରୀମତୀ । ତୁମେ ମୋର ଶକ୍ତିର ସ୍ତମ୍ଭ । ତୁମକୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା । ମୁଁ ତୁମକୁ ବହୁତ ଭଲ ପାଏ ।

ଦ୍ୱିତୀୟ ଫଟୋରେ, ନେହା ଏକ ନଦୀ କୂଳରେ ଚମତ୍କାର ଦୃଶ୍ୟ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

ଏହି ପୋଷ୍ଟରେ ଅଙ୍ଗଦ ଲେଖିଛନ୍ତି, ହଟ୍ଟି ନେହା । ବର୍ଥଡେ ଗର୍ଲ ।

ଆଜି ନେହାଙ୍କୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ, କରୀନା କପୁର ଖାନ, ଶିଳ୍ପା ଶେଟ୍ଟୀ କୁନ୍ଦ୍ରା, ସୋହା ଅଲି ଖାନ ଏବଂ ଅନ୍ୟ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.