ETV Bharat / sitara

ହଟ୍ ଅବତାରରେ ଛୁଟି ମନାଉଛନ୍ତି ଅନନ୍ୟା

author img

By

Published : Dec 31, 2020, 5:23 PM IST

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜିକାଲି ଛୁଟି ଉପଭୋଗ କରୁଛନ୍ତି । ତାଙ୍କ ଛୁଟିଦିନରୁ ସେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ...

ananya-pandey-shares-photo-in-bikini-from-her-vacation
ବିକିନିରେ ହଟ୍ ଅନ୍ଦାଜରେ ଅନନ୍ୟା

ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇଗର ଶ୍ରଫଙ୍କ ସହ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର- ୨’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅନନ୍ୟାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ।

କହିବାକୁ ଗଲେ, ଅନନ୍ୟା ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

'ପତି ପତ୍ନୀ ଅର ଓ୍ବ' ଅଭିନେତ୍ରୀ ଅନନ୍ୟା ଆଜିକାଲି ଛୁଟି ଉପଭୋଗ କରୁଛନ୍ତି ।

ନିକଟରେ, ଅନନ୍ୟା ସୋସିଆଲ ମିଡିଆରେ ତାଙ୍କର କିଛି ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ସୁଇମିଂ ପୁଲ ପାଖରେ ହଟ୍ ଅନ୍ଦାଜରେ ବସିଥିବାର ନଜର ଆସିଛନ୍ତି ।

ଅନନ୍ୟାଙ୍କ ଏହି ହଟ୍ ଫଟୋକୁ ତାଙ୍କ ଫ୍ୟାନ୍ସମାନେ ବହୁତ ପସନ୍ଦ କରୁଛନ୍ତି ।

ପୋଷ୍ଟର କ୍ୟାପସନରେ ଅନନ୍ୟା ଲେଖିଛନ୍ତି, 'ମୁଁ ଯେପରି ଅଛି, ସେହିଭଳି ରହିବାକୁ ମୁଁ ନିରନ୍ତର କଠିନ ପରିଶ୍ରମ କରୁଛି ' ।

ପ୍ରକାଶ ଥାଉ ଯେ, ଅନନ୍ୟାଙ୍କୁ ଖୁବ୍ ଶୀଘ୍ର ଶକୁନ୍ ବତ୍ରାଙ୍କ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ୍ ଏବଂ ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିବ । ଏହା ବ୍ୟତୀତ ଅନନ୍ୟାଙ୍କୁ ଫିଲ୍ମ 'ଫାଇଟର୍' ରେ ସାଉଥ୍ ତାରକା ବିଜୟ ଦେବରର୍କୋଣ୍ଡାଙ୍କ ସହ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.