ETV Bharat / sitara

ଅନନ୍ୟାଙ୍କ ଗ୍ଲାମରସ୍ ଫଟୋରେ ଦିୱାନା ଫ୍ୟାନ୍ସ

author img

By

Published : Feb 6, 2021, 5:22 PM IST

ନିକଟରେ, 'ପତି ପତ୍ନୀ ଅର ଓ୍ବ' ଅଭିନେତ୍ରୀ ଅନନ୍ୟା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କିଛି ଗ୍ଲାମରସ ଫଟୋ ସେୟାର କରିଛନ୍ତି । ଏବେ ଅନନ୍ୟାଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ananya-pandey-shares-glamorous-pictures-on-social-media-raises-internet-temperature
ଅନନ୍ୟାଙ୍କ ଗ୍ଲାମରସ୍ ଫଟୋରେ ଦିୱାନା ଫ୍ୟାନ୍ସ

ନୂଆଦିଲ୍ଲୀ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇଗର ଶ୍ରଫଙ୍କ ସହ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର- ୨’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅନନ୍ୟାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ।

କହିବାକୁ ଗଲେ, ଅନନ୍ୟା ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ନିକଟରେ, 'ପତି ପତ୍ନୀ ଅର ଓ୍ବ' ଅଭିନେତ୍ରୀ ଅନନ୍ୟା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କିଛି ଗ୍ଲାମରସ ଫଟୋ ସେୟାର କରିଛନ୍ତି । ଏବେ ଅନନ୍ୟାଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଫଟୋଗୁଡ଼ିକରେ ଅନନ୍ୟା ଏକ ନୀଳ ରଙ୍ଗର ଗାଉନ୍ ପିନ୍ଧି ବହୁତ ସୁନ୍ଦର ଦେଖାଯାଇଛନ୍ତି ।

ଅନନ୍ୟା ଏହି ଫଟୋ ସୁଟ୍ ବଲିଉଡର ଫେମସ ଫ୍ୟାଶନ୍ ଡିଜାଇନର୍ ଅର୍ପିତା ମେହେତାଙ୍କ ଇଣ୍ଡଷ୍ଟ୍ରିରେ 10 ବର୍ଷ ପୂରଣ କରିବା ଅବସରରେ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଫ୍ୟାଶନ ଡିଜାଇନର୍ ଅର୍ପିତାଙ୍କ ପୁସ୍ତକ ‘ଦ ମିରର’ ମଧ୍ୟ ରିଲିଜ୍ ହୋଇଛି । ଅନନ୍ୟା ମଧ୍ୟ ଏହାର ଏକ ଅଂଶ ।

କିଛି ଦିନ ପୂର୍ବରୁ, ଅନନ୍ୟାଙ୍କ ମାଳଦ୍ବୀପ ଛୁଟିର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ପ୍ରକାଶ ଥାଉ ଯେ, ଅନନ୍ୟାଙ୍କୁ ଖୁବ୍ ଶୀଘ୍ର ଶକୁନ୍ ବତ୍ରାଙ୍କ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ୍ ଏବଂ ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିବ । ଏହା ବ୍ୟତୀତ ଅନନ୍ୟାଙ୍କୁ ଫିଲ୍ମ 'ଫାଇଟର୍' ରେ ସାଉଥ୍ ତାରକା ବିଜୟ ଦେବରର୍କୋଣ୍ଡାଙ୍କ ସହ ଦେଖିବାକୁ ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.