ନୂଆଦିଲ୍ଲୀ: ଏମି ଜ୍ୟାକସନ ତାଙ୍କର 9 ମାସର ପୁଅ ଆଣ୍ଡ୍ରିଆସ ଜ୍ୟାକ୍ସ ପାନାୟୋତୋଙ୍କ ବିତୋଉଥିବା ସବୁ ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି । ଏମି ତାଙ୍କ ସ୍ବାମୀ ଜର୍ଜ ପାନାଇୟୋତୋଉଙ୍କ ସହ ଲଣ୍ଡନର ସ୍ବାଙ୍କି ଭିଲ୍ଲାରେ ରୁହନ୍ତି ।
ମାତୃ ଦିବସରେ ଏମି ଆଣ୍ଡ୍ରିଆସଙ୍କର ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ଯେଉଁଥିରେ ଏମି ଏକ ବାଇଗଣି ରଙ୍ଗର ବିକିନି ଉପରେ ଏକ କ୍ରପ ଟପ ପିନ୍ଧି ତାଙ୍କ ପୁଅ ସହିତ ଖେଳୁଥିବାର ଦେଖିବାକୁ ମିଳିଛି ।
- View this post on Instagram
Days like this... ✨ covered in coconut sun cream & overloaded with cuddles. Perfection.
">
ଏହି ଫଟୋରେ ଏମି ଲେଖିଥିଲେ ଯେ, "ଏହିପରି ଦିନଗୁଡିକ.... ପରଫେକ୍ସନ । ଏମି ଜ୍ୟାକସନ ତାଙ୍କ ମା ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି । ଏହାସହ ଆମି ତାଙ୍କ ପୁଅ ଆଣ୍ଡ୍ରିଆସଙ୍କର ବହୁତ ସାରା ଫଟୋ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଏମି ଏବଂ ଜର୍ଜ ପାନାୟାଇତୋ ମେ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେପ୍ଟେମ୍ବରରେ ଏମି ଏବଂ ଜର୍ଜ ପାନାୟାଇତୋ ସେମାନେ ତାଙ୍କ ପୁଅ ଆଣ୍ଡ୍ରିଆସଙ୍କୁ ତାଙ୍କ ପରିବାରରେ ସ୍ୱାଗତ କରିଥିଲେ । ନିକଟରେ ଏମିଙ୍କୁ ରଜନୀକାନ୍ତଙ୍କ ରୋବଟ ଡ୍ରାମା 2.0 ରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ