ETV Bharat / sitara

କ୍ରୋଧ-ହିଂସା ବାଣ୍ଟୁଥିବା ମଣିଷଙ୍କୁ ଜ୍ଞାନ ବାଣ୍ଟିଲେ ଅମିତାଭ - କ୍ରୋଧ-ହିଂସା କରୁଥିବା ମଣିଷଙ୍କୁ ଜ୍ଞାନ ବାଣ୍ଟିଲେ ଅମିତାଭ

ପୁଣି ନିଜ ଟ୍ବିଟକୁ ନେଇ ଚର୍ଚ୍ଚାରେ ଅମିତାଭ। ଏଥର ସେ ଏକ କବିତା ଲେଖି ସମସ୍ତଙ୍କୁ ଏକ ଶିକ୍ଷା ଦେଇଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
author img

By

Published : Jul 16, 2020, 10:54 PM IST

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ। ଯାହାପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଚିକିତ୍ସା ଚାଲିଛି। ହେଲେ ଏବେ ଅମିତାଭ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସୁଛନ୍ତି। କେବେ ସେ ଫ୍ୟାନ୍ସଙ୍କୁ ଟ୍ବିଟ ଜରିଆରେ ଧନ୍ୟବାଦ ଜଣାଉଛନ୍ତି ତ ଆଉ କେବେ ନୂଆ ନୂଆ କବିତା ଲେଖି ଫ୍ୟାନ୍ସଙ୍କ ମନ ଖୁସ୍ କରିଦେଉଛନ୍ତି। ଏବେ ବି ସେ ଏକ ପୋଷ୍ଟ ପାଇଁ ଚର୍ଚ୍ଚାରେ ଆସିଛନ୍ତି।

ଯେଉଁଥିରେ ଈର୍ଷା, ଘୃଣା କରୁଥିବା ମଣିଷଙ୍କ ପାଇଁ ଶାନଦାର ଜ୍ଞାନ ବାଣ୍ଟିଛନ୍ତି। ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ସମସ୍ତଙ୍କୁ ଈର୍ଷା, ଘୃଣା କରୁଥିବା ଲୋକ, ଅସନ୍ତୋଷ, କ୍ରୋଧ ସବୁବେଳେ କରୁଥିବା ଆଉ ପର ଧନରେ ନିର୍ଭର କରୁଥିବା ଏହି 6 ପ୍ରକାର ମଣିଷ ପ୍ରାୟତଃ ଦୁଃଖି ରୁହନ୍ତି । ଯଥା ସମ୍ଭବ ଏହି ପ୍ରକୃତିରୁ ବଞ୍ଚିବା ଦରକାର।’ ତାଙ୍କ ଏହି ମହାନ ଜ୍ଞାନକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି । ଆଉ କମେଣ୍ଟ କରି ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

  • T 3595 -
    *ईर्ष्यी घृणी त्वसंतुष्ट: क्रोधनो नित्यशड्कितः।*
    *परभाग्योपजीवी च षडेते दुखभागिनः।।*

    सभी से ईर्ष्या, घृणा करने वाले, असंतोषी, क्रोधी, सदा संदेह करने वाले और पराये आसरे जीने वाले ये छः प्रकार के मनुष्य हमेशा दुखी रहते हैं। अतः यथा संभव इन प्रवृत्तियों से बचना चाहिए।

    — Amitabh Bachchan (@SrBachchan) July 15, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଖାଲି ଅମିତାଭ କୋରୋନା ପଜିଟିଭ ନୁହେଁ ତାଙ୍କ ପୁଅ, ଅଭିନେତା ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନ ମଧ୍ୟ ସଂକ୍ରମିତ ହୋଇଛନ୍ତି । ହେଲେ ଅମିତାଭଙ୍କ ପତ୍ନୀ, ଅଭିନେତ୍ରୀ ଜୟା ବଚ୍ଚନଙ୍କ କୋରୋନା ଟେଷ୍ଟ ନେଗେଟିଭ ବାହାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.