ETV Bharat / sitara

ମହାଲକ୍ଷ୍ମୀ ଏକ୍ସପ୍ରେସ ସୁରକ୍ଷା ଅଭିଯାନର ପ୍ରଶଂସାରେ ବିଗ ବି - ଭାରତୀୟ ବାୟୁସେନା

ଟ୍ବିଟ କରି ମହାଲକ୍ଷ୍ମୀ ଏକ୍ସପ୍ରେସ ସୁରକ୍ଷା ଅଭିଯାନର ଖୁବ୍ ପ୍ରଶଂସା କରିଛନ୍ତି ଅମିତାଭ ବଚ୍ଚନ । ମୁମ୍ବାଇ ଠାରୁ 90 କିଲୋମିଟର ଦୂର ୱଙ୍ଗାନୀରେ ବ୍ୟାନ ପାଣିରେ ପଶିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ଯାତ୍ରୀଙ୍କୁ ସୁରକ୍ଷିତ ରୂପେ ଗତ ଶନିବାର ବାହାର କରାଯାଇଛି ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
author img

By

Published : Jul 29, 2019, 7:06 PM IST

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଆଜିକାଲି ସୁଜିତ ସରକାରଙ୍କ ଆଗାମୀ ଫିଲ୍ମ 'ଗୁଲାବୋ ସିତାବୋ'ର ସୁଟିଂରେ ଖୁବ୍ ବ୍ୟସ୍ତ । ଅନ୍ୟପଟେ ଅମିତାଭ ମୁମ୍ବାଇ ଠାରୁ 90 କିଲୋମିଟର ଦୂର ୱଙ୍ଗାନୀରେ ଉଦ୍ଧାର କାର୍ଯ୍ୟ କରି ବନ୍ୟା ପାଣିରେ ଫଶି ଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ଯାତ୍ରୀଙ୍କୁ ସୁରକ୍ଷିତ ରୂପେ ବାହାର କରିବା ପ୍ରଶଂସା କରିଛନ୍ତି । ସେ ଏନଡିଆପଏଫ, ଭାରତୀୟ ରେଳବାଇ ବିଭାଗ, ଭାରତୀୟ ବାୟୁସେନା, ନୈସେନା ଏବଂ ମହାରାଷ୍ଟ୍ର ପ୍ରଶାସନର ପ୍ରଶଂସା ସୋସିଆଲ ମିଡିଆରେ କରିଛନ୍ତି।

twitter
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ସେ ଟ୍ବିଟରେ ସୁରକ୍ଷା ଅଭିଯାନର ସାହସିକତା ବିଷୟରେ କହି ଲେଖିଛନ୍ତି, " ସୁରକ୍ଷା ଅଭିଯାନ କରି ମହାଲକ୍ଷ୍ମୀ ଏକ୍ସପ୍ରେସର 1200ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ରୂପେ ବାହାର କରିବା ପାଇଁ ଏନଡିଆରଏଫକୁ ଧନ୍ୟବାଦ। ଅନ୍ୟପଟେ ନୌସେନା, ବାୟୁସେନା, ରେଳ ବିଭାଗ ଏବଂ ରାଜ୍ୟ ପ୍ରଶାସନ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଏହା ସାହସିକ ଏବଂ ସଫଳ ଅଭିଯାନ ସାବ୍ୟସ୍ତ ହୋଇଛି । ଆପଣଙ୍କ କାର୍ଯ୍ୟରେ ଆମେ ଗର୍ବିତ । ଜୟ ହିନ୍ଦ୍। "

ମହାରାଷ୍ଟ୍ରରେ 2005 ଜୁଲାଇ 26 ରେ ଆସିଥିବା ବନ୍ୟା ପରେ ଏହା ଏଯାବତର ସବୁଠାରୁ ବଡ ସୁରକ୍ଷା ଏବଂ ସୁରକ୍ଷିତ ଅଭିଯାନ ସାବ୍ୟସ୍ତ ହୋଇଛି । ଏଥିରେ 3ରୁ 5 ଫୁଟ ପାଣିରେ ଭିତରକୁ ଯାଇ ଉଦ୍ଧାରାକାରୀ 1200ରୁ ଅଧିକ ଯାତ୍ରୀଙ୍କୁ ଜୀବନ ସୁରକ୍ଷା ସହ ବଞ୍ଚାଇବାରେ ସଫଳ ହୋଇଛନ୍ତି । ସବୁ ଯାତ୍ରୀଙ୍କୁ ସୁରକ୍ଷିତ ପାଣିରୁ ବାହାର କରିବା ପରେ ଗତ ଶନିବାର ଏହି ଅଭିଯାନ ଶେଷ ହୋଇଥିଲା ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.