ETV Bharat / sitara

କୋରୋନା ଟେଷ୍ଟ ନେଗେଟିଭ ଆସିବା ଖବରକୁ ଖଣ୍ଡନ କଲେ ବିଗ ବି

author img

By

Published : Jul 23, 2020, 5:39 PM IST

ଗୁରୁବାର ଚର୍ଚ୍ଚା ଜୋର ଧରିଥିଲା ଯେ ଅମିତାଭ କୋରୋନା ଭାଇରସକୁ ହରାଇ ସୁସ୍ଥ ହୋଇଛନ୍ତି । ହେଲେ ଏହି ଖବରକୁ ମିଥ୍ୟା କହି ବର୍ତ୍ତମାନ ଚର୍ଚ୍ଚାରେ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: କିଛି ସମୟ ପୂର୍ବରୁ ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କ କୋରୋନା ଟେଷ୍ଟ ନେଗେଟିଭ ଆସିଛି। ଯାହାକୁ ନେଇ ସମସ୍ତେ ଖୁସି ହୋଇଯାଇଥିଲେ । ହେଲେ ଏହି ଖବରକୁ ବର୍ତ୍ତମାନ ଖଣ୍ଡନ କରିଛନ୍ତି ସେ ନିଜେେ। ସେ ଟ୍ବିଟ କରି ଜଣାଇଛନ୍ତି ଯେ ଏହା ଉଡା ଖବର ।

ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ମୁଁ କୋରୋନା ନେଗେଟିଭ ଆସିବା ଖବର ମିଥ୍ୟା । ଯାହା ଫେକ ନ୍ୟୁଜ।’

ପ୍ରକାଶ ଥାଉକି ଅମିତାଭ ମେଡିକାଲରେ ଭର୍ତ୍ତି ହେବା ଦିନଠୁ ଫ୍ୟାନ୍ସଙ୍କ ପ୍ରାର୍ଥନା ପାଇଁ ସୋସିଆଲ ମିଡିଆରେ କ୍ରମାଗତ ଭବେ ଧନ୍ୟବାଦ ଜଣାଇ ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.