ETV Bharat / sitara

ଟ୍ବିଟରେ ଜୀବନ ଜ୍ଞାନ ଦେଲେ ବିଗ ବି

ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ ସୁପରଷ୍ଟାର ଅମିତାଭ ବଚ୍ଚନ। ଟ୍ବିଟ କରି ନିଜ ଫ୍ୟାନ୍ସଙ୍କୁ ଦେଲେ ଜୀବନ ଜ୍ଞାନ।

author img

By

Published : Jan 24, 2020, 1:22 PM IST

amitabh bachchan new tweet
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ 77 ବର୍ଷ ବୟସରେ ମଧ୍ୟ ଖୁବ୍ ପରିଶ୍ରମ କରୁଛନ୍ତି । ଏବର୍ଷ ତାଙ୍କର ବ୍ୟାକ ଟୁ ବ୍ୟାକ ଫିଲ୍ମ ରିଲିଜ ହେବାକୁ ଯାଉଛନ୍ତି। ଏହା କହିବା ଭୁଲ ହେବନାହିଁ ଯେ ଅମିତାଭ ବଲିଉଡର ୱାର୍କହୋଲିକ ମ୍ୟାନ। କାମ ବ୍ୟତୀତ ଅମିତାଭ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ସେ ପ୍ରାୟତଃ ନିଜ ବିଷୟରେ ସବୁ ସୂଚନା ଫ୍ୟାନ୍ସଙ୍କୁ ଦିଅନ୍ତି। ବର୍ତ୍ତମାନ ନିଜର ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ ସେ । ଟ୍ବିଟ ଜରିଆରେ ଅମିତାଭ ଫ୍ୟାନ୍ସଙ୍କୁ ଶାନଦାର ଉପଦେଶ ମଧ୍ୟ ଦେଇଛନ୍ତି।

ସେ ଟ୍ବିଟ କରି ଲେଖିଛନ୍ତି, ‘ମୋ ଆଗାମୀ ଫିଲ୍ମର ଲାଇନଅପ- ଏପ୍ରିଲ 17 ଗୁଲାବୋ ସିତାବୋ, ମେ 8 ଝୁଣ୍ଡ ଓ ଜୁଲାଇ 17 ଚେହରେ । ଜୀବନ ଚାଲିବାର ନାମ, ସବୁବେଳେ ଚାଲୁଥାଆନ୍ତୁ ।’ ବର୍ତ୍ତମାନ ତାଙ୍କ ଏହି ଟ୍ବିଟ ଉପରେ ଫ୍ୟାନ୍ସଙ୍କ କମେଣ୍ଟର ବନ୍ୟା ଦେଖିବାକୁ ମିଳୁଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ପ୍ରକାଶ ଥାଉକି ନିକଟରେ ତାଙ୍କ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ କରାଯାଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକେ। ସେହିପରି ସେ ବି-ଟାଉନର ସିରିୟଲ କିସର ଇମରାନ ହାସମୀଙ୍କ ଆଗାମୀ ଫିଲ୍ମର ‘ଚେହରେ’ରେ ନଜର ଆସିବେ । ପ୍ରଥମଥର ଏହି ଯୋଡିଙ୍କୁ ପରଦାରେ ଦେଖିବାକୁ ନେଇ ଏକ୍ଟାଇଟେଡ ଦର୍ଶକ। ଆଉ ଆୟୁଷ୍ମାନ ଖୁରାନାଙ୍କ ସହ ଅମିତାଭ ‘ଗୁଲାବୋ ସିତାବୋ’ରେ ମଧ୍ୟ ଦେଖାଯିବେ।

ଏହି ଦୁଇ ଫିଲ୍ମ ବ୍ୟତୀତ ସେ ଆୟନ ମୁଖାର୍ଜୀଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଅଭିନୟ କରୁଛନ୍ତି। ଫିଲ୍ମରେ ତାଙ୍କ ସହ ରଣବୀର କପୁର, ଆଲିୟା ଭଟ୍ଟ, ନାଗାର୍ଜୁନ ଓ ମୌନୀ ରାୟ ମୁଖ୍ୟ ଭୂମିକାରେ ନଜର ଆସିବେ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.