ETV Bharat / sitara

ବର୍ଥ ଡେ'ରେ ଷ୍ଟାଇଲିସ ଲୁକରେ ନଜର ଆସିଲେ ବିଗ ବି

author img

By

Published : Oct 11, 2021, 9:21 PM IST

ବର୍ଥ ଡେ'ରେ ଟ୍ରେଣ୍ଡି ଲୁକରେ ନଜର ଆସିଲେ ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନ । ଅଧିକ ପଢନ୍ତୁ...

ବର୍ଥ ଡେ'ରେ ଷ୍ଟାଇଲିସ ଲୁକରେ ନଜର ଆସିଲେ ବିଗ ବି
ବର୍ଥ ଡେ'ରେ ଷ୍ଟାଇଲିସ ଲୁକରେ ନଜର ଆସିଲେ ବିଗ ବି

ମୁମ୍ବାଇ: ଆଜି(ସୋମବାର) ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବର୍ଥ ଡେ' । ବିଗ ବି ଆଜି ୮୦ ବର୍ଷରେ ପାଦ ଥାପିଛନ୍ତି । ଏହି ଜନ୍ମଦିବସ ଅବସରରେ ବିଗ ବି ଏକ କୁଲ ଓ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି । ଯାହାକି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବା ସହିତ ଫ୍ୟାନ୍ସ ଏହାକୁ ବହୁତ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ଏହି ଫଟୋକୁ ବିଗ ବି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏଥିରେ ଅମିତାଭ ଏକ ଗ୍ରୀନ ସୁଜ୍‌ ପିନ୍ଧିଥିବା ବେଳେ ଷ୍ଟାଇଲିସ ସ୍ଲିଙ୍ଗ ବ୍ୟାଗ ପକାଇଥିବା ଦେଖିବାକୁ ମିଳିଥିଲା । ଏହି ଫଟୋରେ କ୍ୟାପସନରେ ଅମିତାଭ ଲେଖିଥିଲେ ଯେ ସେ ନିଜ ଜୀବନର ୮୦ ବର୍ଷକୁ ଆଡ଼କୁ ଚାଲି ଚାଲି ପାଦ ଥାପୁଛନ୍ତି । ଅମିତାଭଙ୍କ ଏହି ଟ୍ରେଣ୍ଡି ଅବତାର ଦେଖି ଅନେକ ବଲିଉଡ଼ ସେଲିବ୍ରେଟି ଫଟୋରେ କମେଣ୍ଟ୍ସ ଦେଇଛନ୍ତି ।

ଭୂମି ପାଡେନକର ଏହି ଫଟୋରେ କମେଣ୍ଟ୍ସ ଦେଇ ଅମିତାଭଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ Swag ବୋଲି ଲେଖିଛନ୍ତି । ସେପଟେ ରଣବୀର ଲେଖିଛନ୍ତି ଯେ, 'ଗ୍ୟାଙ୍ଗଷ୍ଟାର" । ବିଗ ବିଙ୍କ ଏହି ସ୍ପେଶାଲ ଡେ'ରେ ଅନେକ ଫ୍ୟାନ୍ସ ତାଙ୍କ ବାସଭବନରେ ପହଞ୍ଚି ଗୀତ ବଜାଇ କେକ୍‌ କାଟୁଥିବା ନଜର ଆସିଥିଲା । ଅନ୍ୟପଟେ ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ବଲିଉଡ଼ ସେହନସାହଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.