ETV Bharat / sitara

ଅସୁସ୍ଥ ଅମିତାଭ, ଖୁବ୍ ଶୀଘ୍ର ହେବ ସର୍ଜରୀ

ଅସୁସ୍ଥ ଅଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ । ଯେଉଁ କାରଣରୁ ତାଙ୍କର ସର୍ଜରୀ ହେବ । ଏନେଇ ସୂଚନା ଦେଇଛନ୍ତି ବିଗ୍ ବି । ଅଧିକ ପଢନ୍ତୁ...

author img

By

Published : Feb 28, 2021, 2:20 PM IST

ଅସୁସ୍ଥ ଅମିତାଭ, ଖୁବ୍ ଶୀଘ୍ର ହେବ ସର୍ଜରୀ
ଅସୁସ୍ଥ ଅମିତାଭ, ଖୁବ୍ ଶୀଘ୍ର ହେବ ସର୍ଜରୀ

ମୁମ୍ବାଇ: ଅସୁସ୍ଥ ଅଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ । ଯେଉଁ କାରଣରୁ ତାଙ୍କର ସର୍ଜରୀ ହେବ । ଏନେଇ ସୂଚନା ଦେଇଛନ୍ତି ବିଗ୍ ବି । ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି ଅମିତାଭ ବ୍ଲଗିଂ ମାଧ୍ୟମରେ ଦେହ ଅସୁସ୍ଥତାର ଖବର ଦେଇଛନ୍ତି ।

ନିକଟରେ ଅଭିନେତା ପତ୍ନୀ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ କାମ କରୁଥିବା ପ୍ରୋଜେକ୍ଟ ବିଷୟରେ ସବିଶେଷ ତଥ୍ୟ ଦେଇଥିଲେ । ଅମିତାଭ ବଚ୍ଚନ ଏହା ମଧ୍ୟ କହିଛନ୍ତି ଯେ ସେ ଖୁବ ଶୀଘ୍ର ଚଳଚ୍ଚିତ୍ର ନିର୍ମାତା ବିକାଶ ବାହଲଙ୍କ ସୁଟିଂ ଆରମ୍ଭ କରିବେ।

ଶେଷଥର ‘ଗୁଲାବୋ ସିତାବୋ’ରେ ଦେଖାଯାଇଥିଲା । କୋରୋନା ଭାଇରସ୍ କାରଣରୁ ଓଟିଟି ପ୍ଲାଟଫର୍ମରେ ଫିଲ୍ମକୁ ରିଲିଜ କରାଯାଇଥିଲା । ବରିଷ୍ଠ ଅଭିନେତା ସର୍ବଦା ନିଜ ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରହିଥାନ୍ତି । ଜୁଲାଇ 2020ରେ ଅଭିଷେକ ବଚ୍ଚନ, ଅମିତାଭ ବଚ୍ଚନ, ଐଶ୍ବର୍ଯ୍ୟା ରାୟ ବଚ୍ଚନ କୋରୋନା ପଜିଟିଭ୍ ହୋଇଥିଲେ । ଏପରିକି 9 ବର୍ଷିୟ ଆରାଧ୍ୟା ମଧ୍ୟ ପଜିଟିଭ୍ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.