ETV Bharat / sitara

ନାତୁଣୀ ଆରାଧ୍ୟାଙ୍କ ଉପରେ ଗର୍ବିତ ବିଗ ବି

author img

By

Published : Dec 21, 2019, 7:07 PM IST

ସୋସିଆଲ ମିଡିଆରେ ଅମିତାଭଙ୍କ ନୂଆ ପୋଷ୍ଟର। ଏଥର କୌଣସି ସାମାଜିକ ପ୍ରସଙ୍ଗ ନୁହେଁ ବରଂ ନିଜ ନାତୁଣୀ ଆରାଧ୍ୟାଙ୍କୁ ନେଇ ଏପରି କିଛି କହିଛନ୍ତି ଅମିତାଭ।

amitabh bachchan
ଫଟୋ ସୌଜନ୍ୟ: ଇଟିଭି ଭାରତ. ବ୍ୟୁରୋ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ସ୍କୁଲ ପରଫର୍ମନ୍ସ ଦେଖି ଗର୍ବିତ। ଆରାଧ୍ୟା ସ୍କୁଲର ବାର୍ଷିକ ସମାରୋହରେ ମହିଳା ସଶକ୍ତିକରଣକୁ ନେଇ ପଫର୍ମନ୍ସ ଦେଇଥିଲେ। ଏକ ଭିଡିଓକୁ ରିଟ୍ବିଟ କରି ଅମିତାଭ ନାତୁଣୀଙ୍କୁ ପରିବାରର ଗର୍ବ କହିଥିବାର ନଜର ଆସୁଛନ୍ତି।

ଟ୍ବିଟ କରି ଅମିତାଭ ଲେଖିଛନ୍ତି, ‘ପରିବାରର ଗର୍ବ, ଝିଅମାନଙ୍କ ଗର୍ବ, ସବୁ ମହିଳାଙ୍କ ଗର୍ବ ଆମର ସ୍ନେହୀ ଆରାଧ୍ୟା।’ ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ 8 ବର୍ଷିୟ ଆରାଧ୍ୟା ରେଡ-ଗ୍ରୀନ ଶାଢୀ ପିନ୍ଧି ଇଭେଣ୍ଟରେ ମହିଳା ସଶକ୍ତିକରଣ ଥିମରେ ମୋନୋଲୋଗ କରୁଥିବାର।

ଆରାଧ୍ୟା ମୋନୋଲୋଗ ସମୟରେ ଏହା କହୁଛନ୍ତି, ‘ମୁଁ କନ୍ୟା, ମୁଁ ସ୍ବପ୍ନ, ନୂଆ ଯୁଗର ସ୍ବପ୍ନ, ଆମେ ନୂଆ ଦୁନିଆରେ ନଜର ଆସିବୁ, ଗୋଟିଏ ଦୁନିଆ ଯେଉଁଠାରେ ମୁଁ ସୁରକ୍ଷିତ ରହିବି, ମତେ ପ୍ରେମ ମିଳିବ, ମତେ ସମ୍ମାନ ମିଳିବ । ଗୋଟିଏ ଦୁନିଆ ଯେଉଁଠି ମୋ ସ୍ବରକୁ ଅନ୍ୟ କାହା ପାଇଁ ଚୁପ କରାଯିବ ନାହିଁ । ବରଂ ବୁଦ୍ଧିମତା ରୂପେ ଶୁଣାଯିବ। ଗୋଟିଏ ଦୁନିଆ ଯେଉଁଠି ଜ୍ଞାନ ଜୀବନ ବହିରେ ମିଳିବ । ଯିଏ ମାନବତ୍ବର ସମୁଦ୍ରରେ ସ୍ବାଧୀନତାରେ ପହଁରୁଥିବ।’ ଆପଣ ମଧ୍ୟ ଦେଖନ୍ତୁ ଆରାଧ୍ୟାଙ୍କ ଏହି କ୍ୟୁଟ ଭିଡିଓ...

ଭିଡିଓ ସୌଜନ୍ୟ: ଇଟିଭି ଭାରତ. ବ୍ୟୁରୋ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.