ETV Bharat / sitara

ବାତ୍ୟା ନିସର୍ଗକୁ ନେଇ ଅମିତାଭଙ୍କ ଚିନ୍ତା, ଲେଖିଲେ ବ୍ଲଗ

author img

By

Published : Jun 3, 2020, 4:15 PM IST

ଏଥର ନିଜ ବ୍ଲଗରେ ପ୍ରକୃତିର ବାର୍ତ୍ତା ଲେଖିଛନ୍ତି ବିଗ ବି । ମୁମ୍ବାଇରେ ଆଶଙ୍କା କରାଯାଉଥିବା ବାତ୍ୟା ନିସର୍ଗକୁ ନେଇ ତାଙ୍କ ଏହି ବ୍ଲଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ଏବେ ସେ ନିଜର ଏକ ବଗ୍ଲ ପାଇଁ ଚର୍ଚ୍ଚାରେ । ସେ ବାତ୍ୟା ନିସର୍ଗ ବିଷୟରେ ନିଜର ଚିନ୍ତା ବ୍ୟକ୍ତ କରି ବ୍ଲଗ ପୋଷ୍ଟ କରିଛନ୍ତି ।

ସେ ବ୍ଲଗରେ ଲେଖିଛନ୍ତି, ‘ନୀରବତା ବାତ୍ୟା ପୂର୍ବରୁ ପ୍ରତୀକ୍ଷା ନିସର୍ଗ । ପ୍ରକୃତିର ସ୍ଥିରତା ଏବଂ ଆଗକୁ କଣ ହେବାର ଚିନ୍ତା । ବର୍ଷା ପୂର୍ବରୁ ପବନର ସୂଚକ ଏବଂ ଆଶା କରାଯାଉଥିବା ବନ୍ୟା ପରିସ୍ଥିତି କ୍ଷୁଦ୍ର ବିସ୍ପୋରଣରେ ଦେଖାଯିବା ଆରମ୍ଭ କରେ । କଭରର କମ୍ପନ । ଛାତ ଉପରେ ଥିବା ଆଶ୍ରୟସ୍ଥଳର କର୍ମଚାରୀଙ୍କ ବିଷୟରେ ଅପ୍ରତ୍ୟାଶିତତା ରହିଥାଏ । ଏହା ପାଖାପାଖି ସ୍ଥଳଭାଗକୁ ଧକ୍କା ଦେବା ପାଇଁ ଉପଯୁକ୍ତ ମୁହୂର୍ତ୍ତ ଖୋଜେ । ଯାହାକୁ ଧ୍ବଂସ କରିବ । ପ୍ରକୃତି ଆମକୁ ଏହାର ଉପସ୍ଥିତି ଶ୍ରେଷ୍ଠତା ଏବଂ ଠିଆ ହେବାର ଯଥେଷ୍ଟ ପ୍ରମାଣ ଦେଇଛି ।’

ପ୍ରକାଶ ଥାଉକି ଅମିତାଭଙ୍କ ପୂର୍ବରୁ ଟ୍ବିଙ୍କଲ ଖାନ୍ନା, ଅନୁପମ ଖେର ସହ ଅନେକ କଳାକାର ବାତ୍ୟା ନିସର୍ଗକୁ ନେଇ ସୋସିଆଲ ମିଡିଆରେ ଚିନ୍ତା ପ୍ରକାଶ କରିସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.