ETV Bharat / sitara

ଅସୁସ୍ଥ ଅମିତାଭ

ନିକଟରେ ନିଜ 77ତମ ଜନ୍ମଦିନ ପାଳନ କରିଥିବା ଅମିତାଭ ବଚ୍ଚନ ଅସୁସ୍ଥ ଅଛନ୍ତି । ପୁଣି ଲିଭର ସମସ୍ୟାକୁ ନେଇ ମେଡିକାଲରେ ଭର୍ତ୍ତି ।

author img

By

Published : Oct 18, 2019, 12:38 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ହଜାର ହଜାର ପ୍ରଶଂସକଙ୍କୁ ବଡ ଝଟକା । କାରଣ ମେଡିକାଲରେ ଗତ ତିନି ଦିନରୁ ଭର୍ତ୍ତି ଅଛନ୍ତି ବିଗ ବି ଅମିତାଭ ବଚ୍ଚନ । ଲିଭର ସମସ୍ୟା ପାଇଁ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଗତ ମଙ୍ଗଳବାର ତାଙ୍କ ଲିଭରରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଳମ୍ବ ରାତିରେ ସିଟି ମେଡିକାଲକୁ ନିଆଯାଇଥିଲା ।

ପ୍ରକାଶ ଥାଉକି 1982ରେ ଅମିତାଭ ‘କୁଲି’ ଫିଲ୍ମର ସୁଟିଂ କରୁଥିବା ସମୟରେ ତାଙ୍କ ପେଟରେ ଛୁରୀ ଆଘାତ ଲାଗିଥିଲା । ଯାହାଦ୍ବାରା ସେ ହେପାଟାଇଟିସ ବି ସଂକ୍ରମଣରେ ଆସିଥିଲେ । ଏହି କାରଣ ପାଇଁ ତାଙ୍କର ପାଖାପାଖି 75 ଭାଗ ଲିଭର ଖରାପ ହୋଇଯାଇଛି । ଯାହାର ଚିକିତ୍ସା ଦୀର୍ଘ ସମୟରୁ କରିଆସୁଛନ୍ତି ସେ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ବର୍ତ୍ତମାନ ତାଙ୍କୁ ସିଟି ମେଡିକାଲରେ ଆଇସିୟୁ ଭଳି ସ୍ପେଶାଲ ରୁମରେ ରଖାଯାଇଛି । ଆଉ ତାଙ୍କ ପରିବାର ମଧ୍ୟ ତାଙ୍କ ପାଖରେ ଅଛନ୍ତି । କରୱାଚୌଥ ଅବସରରେ ଅମିତାଭ ମେଡିକାଲରୁ ପତ୍ନୀ ଜୟ ବଚ୍ଚନଙ୍କ ସହ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରି ଶୁଭେଚ୍ଛା ଜଣାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.