ETV Bharat / sitara

ମିସେସ ୟୁନିଭର୍ସ ରେସରେ ଓଡ଼ିଆ ବୋହୂ ଅମିତା - ଓଡ଼ିଶାର ବୋହୂ ଅମିତା ପଣ୍ଡା

ଚଳତି ବର୍ଷ ଓଡ଼ିଆ ବୋହୁ ଚାଇନାରେ କରିବେ କମାଲ। ମିସେସ ୟୁନିଭର୍ସ 2019ରେ ପ୍ରତିଯୋଗୀ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି ଅମିତା ପଣ୍ଡା।

ଫଟୋ ସୌଜନ୍ୟ: ଫେସବୁକ@ଅମିତା ପଣ୍ଡା
author img

By

Published : Nov 25, 2019, 1:36 PM IST

ଭୁବନେଶ୍ବର: ଆସନ୍ତା ଡିସେମ୍ବର 29ରେ ଚାଇନାର ଗାଉଁଜହଉ ସହରରେ ହେବାକୁ ଯାଉଛି ମିସେସ ୟୁନିଭର୍ସ 2019। ହାରାହରି 90 ଟି ଦେଶରୁ ପ୍ରତିଯୋଗୀ ଏହି ମିସେସ ୟୁନିଭର୍ସ 2019ରେ ଯୋଗ ଦେବେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଉ ଚଳିତ ବର୍ଷ ଭାରତର ପ୍ରତିନିଧିତ୍ବ କରବେ ଓଡ଼ିଶାର ବୋହୂ ଅମିତା ପଣ୍ଡା। ଏଥର ପୁରା ଦେଶକୁ ଦେଖାଇବେ ସେ ନିଜ ଜଲୱା । ଭୁବନେଶ୍ବରରେ ବସବାସ କରୁଥିବା ଅମିତା ପିଲାଟି ଦିନରୁ ମଡେଲିଂ ପ୍ରତି ରୁଚି ରଖିଆସୁଛି। ଅନ୍ୟପଟେ ସୋମବାର ମିସେସ ୟୁନିଭର୍ସ 201ର ଅନ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆଉ ଅମିତାଙ୍କୁ ଆଗକୁ ବଢ଼ିବା ପାଇଁ ଭୋଟ ଦରକାର ବୋଲି ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି ସେ ।

ପ୍ରକାଶ ଥାଉକି ଚଳିତ ବର୍ଷ ଏପ୍ରିଲ ମାସରେ ମିସେସ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ ମୁକୁଟ ପିନ୍ଧିବାରେ ମଧ୍ୟ ସେ ସଫଳ ହୋଇଥିଲେ । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରରେ ତାଙ୍କୁ ମିସେସ ସେଣ୍ଟ୍ରାଲ ଏସିଆ ପାସିଫିକ ୟୁନିଭର୍ସ 2019ର କ୍ରାଇନରେ ସମ୍ମାନିତ କରାଯାଇଥିଲା ।

ଭୁବନେଶ୍ବରରୁ ଶତରୂପା ସାମାନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଆ ବୋହୁ ଚାଇନା ରେ କରିବେ କାମାଲ। ମିସେସ ୟୁନିଭର୍ସ 2019 ରେ ଯୋଗ ଦେଇ ପାଇଁ ହୋଇଛନ୍ତି ଯୋଗ୍ୟ ବିବେଚିତ।

ଆସନ୍ତା ଡିସେମ୍ବର 29 ରେ ଚାଇନା ର ଗାଉଁଜହଉ ଅଞ୍ଚଳ ରେ ହେବା କୁ ଯାଉଛି ମିସେସ ୟୁନିଭର୍ସ 2019। ହାରାହରି 90 ଟି ଦେଶ ରୁ ପ୍ରତିଯୋଗି ଏହି ମିସେସ ୟୁନିଭର୍ସ 2019 ରେ ଯୋଗ ଦେବେ। ଆଉ ଚଳିତ ବର୍ଷ ଭାରତ ର ପ୍ରତିନିଧିତ୍ୱ କରବେ ଓଡ଼ିଶାର ବୋହୁ ଅମିତା ପଣ୍ଡା। ଅମିତା ଭୁବନେଶ୍ୱର ରେ ରହୁଥିବା ବେଳେ ପିଲାଟି ଦିନ ରୁ ମଡେଲିଙ୍ଗ ପ୍ରତି ତାଙ୍କର ରୁଚି ଥିଲା। ଅନ୍ୟ ପଟେ ଆଜି ଠାରୁ ଅନେକ ସ୍ତର ର ପ୍ରତିଯୋଗିତା ଆରମ୍ଭ ହୋଇ ଥିଲା ବେଳେ ଅମିତା ଙ୍କୁ ଆଗକୁ ବଢ଼ିବା ପାଇଁ ଭୋଟ ଦରକାର ରହିଛି।Body:ଓଡ଼ିଆ ବୋହୁ ଚାଇନା ରେ କରିବେ କାମାଲ। ମିସେସ ୟୁନିଭର୍ସ 2019 ରେ ଯୋଗ ଦେଇ ପାଇଁ ହୋଇଛନ୍ତି ଯୋଗ୍ୟ ବିବେଚିତ।

ଆସନ୍ତା ଡିସେମ୍ବର 29 ରେ ଚାଇନା ର ଗାଉଁଜହଉ ଅଞ୍ଚଳ ରେ ହେବା କୁ ଯାଉଛି ମିସେସ ୟୁନିଭର୍ସ 2019। ହାରାହରି 90 ଟି ଦେଶ ରୁ ପ୍ରତିଯୋଗି ଏହି ମିସେସ ୟୁନିଭର୍ସ 2019 ରେ ଯୋଗ ଦେବେ। ଆଉ ଚଳିତ ବର୍ଷ ଭାରତ ର ପ୍ରତିନିଧିତ୍ୱ କରବେ ଓଡ଼ିଶାର ବୋହୁ ଅମିତା ପଣ୍ଡା। ଅମିତା ଭୁବନେଶ୍ୱର ରେ ରହୁଥିବା ବେଳେ ପିଲାଟି ଦିନ ରୁ ମଡେଲିଙ୍ଗ ପ୍ରତି ତାଙ୍କର ରୁଚି ଥିଲା। ଅନ୍ୟ ପଟେ ଆଜି ଠାରୁ ଅନେକ ସ୍ତର ର ପ୍ରତିଯୋଗିତା ଆରମ୍ଭ ହୋଇ ଥିଲା ବେଳେ ଅମିତା ଙ୍କୁ ଆଗକୁ ବଢ଼ିବା ପାଇଁ ଭୋଟ ଦରକାର ରହିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.