ETV Bharat / sitara

ଓଡିଶା ଆସି ଆଗାମୀ ପ୍ରୋଜେକ୍ଟର ଖୁଲାସା କଲେ ଅମିଶା

author img

By

Published : Sep 26, 2019, 2:58 PM IST

ଡବଲ ରୋଲରେ ନଜର ଆସିବେ ଅଭିନେତ୍ରୀ ଅମିଶା ପଟେଲ । ଅନେକ ଦିନର ବିରତି ପରେ ଶେଷରେ ବଲିଉଡ ପ୍ରୋଜେକ୍ଟରେ କାମ କରିବେ ଅମିଶା । ଓଡିଶା ଆସି କଲେ ଖୁଲାସା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଡବଲ ରୋଲରେ ଖୁବ ଶୀଘ୍ର ବଡ଼ ପରଦାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ବୁଧବାର ରାଜଧାନୀ ଗ୍ରସ୍ତରେ ଆସି ଏଭଳି ଖୁଲାସା କରିଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ନିଜସ୍ୱ ପ୍ରଡକ୍ସନ ହାଉସରୁ ଫିଲ୍ମ ‘ଦେଶୀ ମ୍ୟାଜିକ’ରେ ନଜର ଆସିବେ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏଥିରେ ପ୍ରଥମ ଥର କରି ଅଭିନେତ୍ରୀ ଅମିଶା ଡବଲ ରୋଲରେ ଅଭିନୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ଓଡ଼ିଶାର ହାତବୁଣା ଶାଢୀକୁ ଖୁବ ପସନ୍ଦ କରିଛନ୍ତି ସେ । ପ୍ରକାଶଥାଉକି, ଖୁବ ଶୀଘ୍ର ଅମିଶା ବିଗବସ-13ରେ ପ୍ରତିଯୋଗୀଙ୍କ ରାଜ୍ ଖୋଲିବେ । ସଲମାନଙ୍କ ସହ ମିଶି ଶୋ'କୁ ହୋଷ୍ଟ କରିବେ ଅମିଶା ପଟେଲ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଡବଲ ରେଲ ରେ ଖୁବ ଶୀଘ୍ର ବଡ଼ ପରଦା ରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ।

ଗତକାଲି ଭୁବନେଶ୍ୱର ଆସିଥିବା ବେଳେ ଏଭଳି ଖୁଲାସା କରିଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା ପଟେଲ। ଖୁବ ଶୀଘ୍ର ନିଜସ୍ୱ ପ୍ରଦକ୍ସନ ହାଉସ ରୁ ଦେଶୀ ମେଜିକ ରେ ନଜର ଆସିବେ ବୋଲି କହିଛନ୍ତି। ଯେଉଁଥିଲେ ପ୍ରଥମ ଥର କରି ଅଭିନେତ୍ରୀ ଅମିଶା ଡବଲ ରୋଲ ରେ ଆକଟିଙ୍ଗ କରିଛନ୍ତି ବୋଲି ସେ ଗଣମାଧ୍ୟମ ସମୁଖ ରେ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ସେ ଓଡ଼ିଶାର ହେଣ୍ଡଲୁମ ଶାଢୀ କୁ ମଧ୍ୟ ବହୁତ ପସଂଦ କରନ୍ତି ବୋଲି କହିଛନ୍ତି।
ଏଠାରେ ସୁଚନାଯୋଗ୍ୟ ଯେ ଅଭିନେତ୍ରୀ ଅମିଶା ଖୁବ ଶୀଘ୍ର ବଗ ବସ ସିଜନ 13 ରେ ହୋଷ୍ଟ ଭାବରେ ନଜର ଆସିବେ ତାହା ପୁଣି ବଲିଉଡ ଏ ଦବଙ୍ଗ ହିରେ ସଲମାନ ଙ୍କ ସହ।

Body:ଡବଲ ରେଲ ରେ ଖୁବ ଶୀଘ୍ର ବଡ଼ ପରଦା ରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ।

ଗତକାଲି ଭୁବନେଶ୍ୱର ଆସିଥିବା ବେଳେ ଏଭଳି ଖୁଲାସା କରିଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା ପଟେଲ। ଖୁବ ଶୀଘ୍ର ନିଜସ୍ୱ ପ୍ରଦକ୍ସନ ହାଉସ ରୁ ଦେଶୀ ମେଜିକ ରେ ନଜର ଆସିବେ ବୋଲି କହିଛନ୍ତି। ଯେଉଁଥିଲେ ପ୍ରଥମ ଥର କରି ଅଭିନେତ୍ରୀ ଅମିଶା ଡବଲ ରୋଲ ରେ ଆକଟିଙ୍ଗ କରିଛନ୍ତି ବୋଲି ସେ ଗଣମାଧ୍ୟମ ସମୁଖ ରେ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ସେ ଓଡ଼ିଶାର ହେଣ୍ଡଲୁମ ଶାଢୀ କୁ ମଧ୍ୟ ବହୁତ ପସଂଦ କରନ୍ତି ବୋଲି କହିଛନ୍ତି।
ଏଠାରେ ସୁଚନାଯୋଗ୍ୟ ଯେ ଅଭିନେତ୍ରୀ ଅମିଶା ଖୁବ ଶୀଘ୍ର ବଗ ବସ ସିଜନ 13 ରେ ହୋଷ୍ଟ ଭାବରେ ନଜର ଆସିବେ ତାହା ପୁଣି ବଲିଉଡ ଏ ଦବଙ୍ଗ ହିରେ ସଲମାନ ଙ୍କ ସହ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.