ETV Bharat / sitara

ସରୋଜ ଖାନ ଭାରତୀୟ ସିନେମାର ମୂଲ୍ୟବାନ ରତ୍ନ ଥିଲେ: ଅଲୁ ଅର୍ଜୁନ

author img

By

Published : Jul 4, 2020, 4:58 PM IST

ଅଲୁ ଅର୍ଜୁନ ତାଙ୍କର 'ପ୍ରଥମ କୋରିଓଗ୍ରାଫର' ସରୋଜ ଖାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କିଛି ଫଟୋ ସେୟାର କରି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ଅଧିକ ପଢନ୍ତୁ...

allu arjun bows down to his 1st choreographer saroj khan
ସରୋଜ ଖାନ ଭାରତୀୟ ସିନେମାର ମୂଲ୍ୟବାନ ରତ୍ନ ଥିଲେ: ଅଲୁ ଅର୍ଜୁନ

ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କର ପ୍ରଥମ କୋରିଓଗ୍ରାଫର ସରୋଜ ଖାନଙ୍କୁ ଭାରତୀୟ ସିନେମାର ଏକ ମୂଲ୍ୟବାନ ରତ୍ନ ବୋଲି କହିଛନ୍ତି । ସରୋଜ ଖାନ 2001 ତେଲୁଗୁ ଚଳଚ୍ଚିତ୍ର 'ଡ୍ୟାଡି'ରେ ଅଲୁଙ୍କୁ ଡ୍ୟାନ୍ସ ଷ୍ଟେପ ଶିଖାଇଥିଲେ ।

I bow down my respects for her and my deepest condolences to all the near and dear ones . RIP #Sarojkhan ji 🙏🏽 pic.twitter.com/CLr6musCrO

— Allu Arjun (@alluarjun) July 3, 2020

ସେ ଟୁଇଟ୍ କରି କହିଛନ୍ତି, "ସରୋଜ ଜୀ, ଜଣେ ଭେଟେରାଇନ୍ କୋରିଓଗ୍ରାଫର୍ ଆଉ ଆମ ମଧ୍ୟରେ ନାହାଁନ୍ତି । ସେ 'ଡ୍ୟାଡି' ଚଳଚ୍ଚିତ୍ରରେ ମୋର ପ୍ରଥମ କୋରିଓଗ୍ରାଫର୍ ଥିଲେ । ମୁଁ ତାଙ୍କ କାର୍ଯ୍ୟକୁ ସର୍ବଦା ପ୍ରଶଂସା କରୁଥିଲି । ସେ ଭାରତୀୟ ସିନେମାରେ ଏକ ମୂଲ୍ୟବାନ ଏବଂ ଅପୂରଣୀୟ ରତ୍ନ ଥିଲେ । ମୁଁ ତାଙ୍କ ପରିବାର ତଥା ପ୍ରିୟଜନଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।

ପ୍ରକାଶ ଥାଉ କି, ଶୁକ୍ରବାର ଦିନ ହୃଦ୍‌ଘାତ ହେତୁ ସରୋଜ ଖାନଙ୍କ 71 ବର୍ଷ ବୟସରେ ଦେହାନ୍ତ ହୋଇଛି ।

ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କର ପ୍ରଥମ କୋରିଓଗ୍ରାଫର ସରୋଜ ଖାନଙ୍କୁ ଭାରତୀୟ ସିନେମାର ଏକ ମୂଲ୍ୟବାନ ରତ୍ନ ବୋଲି କହିଛନ୍ତି । ସରୋଜ ଖାନ 2001 ତେଲୁଗୁ ଚଳଚ୍ଚିତ୍ର 'ଡ୍ୟାଡି'ରେ ଅଲୁଙ୍କୁ ଡ୍ୟାନ୍ସ ଷ୍ଟେପ ଶିଖାଇଥିଲେ ।

ସେ ଟୁଇଟ୍ କରି କହିଛନ୍ତି, "ସରୋଜ ଜୀ, ଜଣେ ଭେଟେରାଇନ୍ କୋରିଓଗ୍ରାଫର୍ ଆଉ ଆମ ମଧ୍ୟରେ ନାହାଁନ୍ତି । ସେ 'ଡ୍ୟାଡି' ଚଳଚ୍ଚିତ୍ରରେ ମୋର ପ୍ରଥମ କୋରିଓଗ୍ରାଫର୍ ଥିଲେ । ମୁଁ ତାଙ୍କ କାର୍ଯ୍ୟକୁ ସର୍ବଦା ପ୍ରଶଂସା କରୁଥିଲି । ସେ ଭାରତୀୟ ସିନେମାରେ ଏକ ମୂଲ୍ୟବାନ ଏବଂ ଅପୂରଣୀୟ ରତ୍ନ ଥିଲେ । ମୁଁ ତାଙ୍କ ପରିବାର ତଥା ପ୍ରିୟଜନଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।

ପ୍ରକାଶ ଥାଉ କି, ଶୁକ୍ରବାର ଦିନ ହୃଦ୍‌ଘାତ ହେତୁ ସରୋଜ ଖାନଙ୍କ 71 ବର୍ଷ ବୟସରେ ଦେହାନ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.