ETV Bharat / sitara

ଆଲିଆଙ୍କ ଫିଟନେସ୍ ଗୋଲ୍ - brahmastra

ଫିଟ ରହିବା ପାଇଁ ଆଲିଆ କରୁଛନ୍ତି ଏରିଏଲ ଯୋଗ । ନିଜ ସାଙ୍ଗ ସହ ଯୋଗ କରିବାର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଆଲିଆ । ଆଗାମୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ପାଇଁ କରୁଛନ୍ତି ପ୍ରସ୍ତୁତି ।

ଫଟୋ ସୈଜନ୍ୟ- ଏ ଅନ୍ ଆଇ
author img

By

Published : Apr 25, 2019, 10:03 AM IST

ହାଇଦ୍ରାବାଦ: ଆଲିଆ ଏବେ ଫିଟନେସ୍ ରହିବା ପାଇଁ କରୁଛନ୍ତି ଏରିଏଲ୍ ଯୋଗ । କଳଙ୍କର ଲିଡ ଅଭିନେତ୍ରୀ ଆଲିଆ ନିଜ ଆଗାମୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ପାଇଁ ଫିଟ୍ ରହିବାକୁ ସକାଳୁ ସକାଳୁ ଯୋଗ କରୁଛନ୍ତି । ଆଲିଆ ନିଜ ସାଙ୍ଗ ଆଙ୍କାକ୍ଷା ରଂଜନ କପୁରଙ୍କ ସହ ଯୋଗ କରୁଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ' ଚେଷ୍ଟା କର ଯେ ପର୍ଯ୍ୟନ୍ତ ଉଡିନଯାଇଛି ' ।

ଏହି ଫଟୋରେ ଆଲିଆ ଓ ଆଙ୍କାକ୍ଷା ଗୋଟେ ରୋପ୍ ସାହାଯ୍ୟରେ ଲମ୍ବା କପଡାକୁ ଧରି ଓହଳିଥିବା ଦେଖିବାକୁ ମିଳିଛି । ନିଜ ଆଗାମୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିଯାଇଛନ୍ତି ଆଲିଆ ।

ଏହି ଫିଲ୍ମର ସୁଟିଂ ନ୍ୟୁୟର୍କ, ମୁମ୍ବାଇ, ବୁଲଗେରିଆରେ ହେବ ଓ ଏହାକୁ ନିର୍ଦ୍ଦେଶନା ଦେବେ ଅୟାନ ମୁଖାର୍ଜୀ । ଫିଲ୍ମଟି ଏହି ବର୍ଷ କ୍ରିଷ୍ଟମାସରେ ରିଲିଜ୍ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.