ETV Bharat / sitara

କୋରୋନାରେ ଆକ୍ରାନ୍ତ ରଣବୀର, ସାହସ ବଢାଇଲେ ଆଲିୟା

ଭାଇରାଲ ହେଲା ଆଲିୟା ଭଟ୍ଟଙ୍କ ଇନଷ୍ଟା ଷ୍ଟୋରି । ରଣବୀର କୋରୋନା ସଂକ୍ରମିତ ହେବା ପରେ ସାହସ ବଢାଇଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Mar 10, 2021, 2:08 PM IST

ମୁମ୍ବାଇ: 'ଗଙ୍ଗୁବାଇ କାଠିଆୱାଡି' ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଏବଂ ରଣବୀର କପୁର କୋରୋନା ସଂକ୍ରମିତ ହେବା ପରେ ଆଲୟା ଭଟ୍ଟ ମଧ୍ୟ ନିଜର କୋଭିଡ -19 ଟେଷ୍ଟ କରିଥିଲେ । ନେଗେଟିଭ ଆସିଛି ତାଙ୍କ ରିପୋର୍ଟ । ନେଗେଟିଭ ଆସିବା ସତ୍ତ୍ବେ ମଧ୍ୟ ସେ ନିଜକୁ ଆଇସୋଲେଟ କରିଛନ୍ତି । ହେଲେ ବୟଫ୍ରେଣ୍ଡ ରଣବୀରଙ୍କ କୋରୋନା ପଜିଟିଭି କଥା ଶୁଣି ସୋସିଆଲ ମିଡିଆରେ ମନ କଥା କହିଥିଲେ ଅଭିନେତ୍ରୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ସେ ଇନଷ୍ଟାହଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ କରି ମଙ୍ଗଳବାର ଲେଖିଥିଲେ, ‘ଆମେ ଯାହା ଦେଇ ଗତିକରୁ ସେଥିରେ ଆଗାକୁ ବଢୁ ।’

ପ୍ରକାଶ ଥାଉକି ରଣବୀରଙ୍କ କୋରୋନା ପଜିଟିଭି ଆସିବାର ସୂଚନା ସୋସିଆଲ ମିଡିଆରେ ଦେଇଥିଲେ ମା' ନୀତୁ କପୁର । ସେ ରଣବୀରଙ୍କ ଏକ ଫଟୋ ପୋଷ୍ଟ କରି ଜଣାଇ ଥିଲେ, ‘ଆପଣଙ୍କ ସ୍ନେହ ଓ ପ୍ରେମ ପାଇଁ ଧନ୍ୟବାଦ । ରଣବୀରଙ୍କ କୋରୋନା ରିପୋର୍ଟ ପଜିଟିଭି ବାହାରିଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ଆଇସୋଲେସନରେ ରହି କୋରୋନାର ସବୁ ନିୟମ ପାଳନ କରୁଛନ୍ତି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.