ETV Bharat / sitara

କ୍ଷମା ମାଗିଲେ ଆଲିୟାଙ୍କ ମା'! - ଇନ୍ଦିରା ଗାନ୍ଧୀ ଏୟାରପୋର୍ଟର ଭିଡିଓ

ବର୍ତ୍ତମାନ କୋରୋନା ଭାଇରସ ଆତଙ୍କ ପୁରା ଦେଶରେ ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ସୋସିଆଲ ମିଡିଆରେ ପୁରୁଣା ଭିଡିଓ ସେୟାର କରି ହଟହଟା ଅଭିନେତ୍ରୀ ସୋନୀ ରାଜଦାନ।

soni rajdan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Mar 19, 2020, 12:46 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ତଥା ଆଲିୟା ଭଟ୍ଟଙ୍କ ମା' ସୋନୀ ରାଜଦାନ ବୁଧବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି। ଭିଡିଓଟି ଇନ୍ଦିରା ଗାନ୍ଧୀ ଏୟାରପୋର୍ଟର। ଯେଉଁଥିରେ ଅନେକ ଯାତ୍ରୀ ନିଜକୁ ମାରିବାକୁ ପୋଲିସକୁ କହୁଥିବାର ନଜର ଆସିଥିଲେ। ଏହି ଭିଡିଓ ଜରିଆରେ ସୋନୀ ଜଣାଇବାକୁ ଚାହୁଁଥିଲେ ଯେ ଏୟାରପୋର୍ଟରେ ଯାତ୍ରା କେତେ ଅଶାନ୍ତ ଅଛନ୍ତି। ହେଲେ ଭିଡିଓ ପାଇଁ ବର୍ତ୍ତମାନ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। କାରଣ ଭାଇରାଲ ହେଉଥିବା ଭିଡିଓଟି ପୁରୁଣା ଭିଡିଓ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ସୋନୀ ରାଜଦାନ

କଥାଟି ହେଲା ଯେ ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ କହିଥିଲେ ଯେ ଏୟାରପୋର୍ଟ ଷ୍ଟାଫ ସିମିତ ସଂଶୋଧନରେ କାମ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା କଥା । ଦେଶରେ କୋରୋନା ଭାଇରସକୁ ନେଇ ଭୟ ଦେଖିବାକୁ ମିଳୁଛି । ଆଉ ଏମିତି ପରିସ୍ଥିତିରେ ସୋନୀଙ୍କ ଏହି ଭିଡିଓ ପୋଷ୍ଟ କରିବା ଜନସାଧାରଣଙ୍କୁ ପସନ୍ଦ ଆସିନାହିଁ।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ଦିଲ୍ଲୀ ଏୟାରପୋର୍ଟ

ସେପଟେ ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଏହାର ଜବାବ ମଧ୍ୟ ସାମ୍ନାକୁ ଆସିଛି । । ଟ୍ବିଟ କରି ଲେଖାଯାଇଛି, ‘ଡିୟର ମ୍ୟାମ, ଯେଉଁ ଭିଡିଓକୁ ଭାଇରଲ କରାଯାଉଛି, ତାହା ପୁରୁଣା ଭିଡିଓ । ଏବେ ଇମିଗ୍ରେଶନ ସହ ସମ୍ପୃକ୍ତ ଥିବା ପ୍ରୋସେସ ଉପରେ କାମ କରାଯାଉଛି । ଆଉ ଏହାସହ ସମ୍ପୃକ୍ତ ଥିବା ଅପରେସନ ପୁରା ସାମାନ୍ୟ। ଆମେ ଚେଷ୍ଟା ଚଳାଇଛୁ ଯାତ୍ରୀଙ୍କୁ କୌଣସି ପ୍ରକାର ଅସୁବିଧା ନହେବା ପାଇଁ।’

ଏହାର ପ୍ରତିଉତ୍ତରରେ ସୋନି ଟ୍ବିଟରେ ଲେଖିଛନ୍ତି, ‘ଆପଣଙ୍କ ବହୁତ ବହୁତ ଧନ୍ୟବାଦ । ଏହା ଜାଣି ଭଲ ଲାଗିଲା ଯେ ଏହା ପୁରୁଣା ଭିଡିଓ । ତେବେ ମୁଁ ମୋ ଟ୍ବିଟକୁ ଡିଲିଟ କରୁଛୁ ।’ ଏହାସହ ସେ କ୍ଷମା ମଧ୍ୟ ମାଗିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.