ETV Bharat / sitara

ବଲିଉଡକୁ ପଛରେ ପକାଇଲା ହଲିଉଡ

author img

By

Published : May 26, 2019, 5:24 PM IST

ଏବେବି ଦର୍ଶକ ପରୀକଥା ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । ବଲିଉଡର ସ୍ପାଏ, ବାୟୋପିକର ଚାହିଦା କମ ଓ ଡିଜନିର ଆଲ୍ଲାଦିନର ଚାହିଦା ବେଶୀ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡର ଦୁଇ ଦୁଇଟି ଫିଲ୍ମକୁ ପଛରେ ପକେଇଛି ହଲିଉଡର ‘ଆଲ୍ଲାଦିନ’ । ବଲିଉଡରେ ରିଲିଜ ହୋଇଥିବା ଫିଲ୍ମ ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’ ଓ ‘ପିଏମ ନରେନ୍ଦ୍ର ମୋଦି’କୁ ଟକ୍କର ଦେଇ ଆଗକୁ ବଢିଛି ହଲିଉଡ ଫିଲ୍ମ ‘ଆଲ୍ଲାଦିନ’ ।

Aladin
ଫଟୋ ସୌଜନ୍ୟ: ଟ୍ବିଟର/taran adarsh

ଅର୍ଜୁନ କପୁର ଅଭିନିତ ସ୍ପାଏ ଫିଲ୍ମ ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’ ପ୍ରଥମ ଦୁଇ ଦିନରେ 5 କୋଟିର ବ୍ୟବସାୟ କରିଛି । ତେବେ ଫିଲ୍ମର ପ୍ରତିଯୋଗିତାରେ ସାମିଲ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ । ‘ପିଏମ ନରେନ୍ଦ୍ର ମୋଦି’ ଦୁଇଦିନରେ ମାତ୍ର 3 କୋଟିର ବ୍ୟବସାୟ କରିପାରିଥିଲା ।

taran adarsh
ଫଟୋ ସୌଜନ୍ୟ: ଟ୍ବିଟର/taran adarsh

ମାତ୍ର ବକ୍ସ ଅଫିସରେ ଏଣ୍ଟ୍ରି ମାରିଥିଲା ୱିଲ ସ୍ମିଥଙ୍କ ‘ଆଲ୍ଲାଦିନ’ । ଆଲ୍ଲାଦିନ ଦୁଇଦିନରେ ପ୍ରାୟ 10 କୋଟିର ବ୍ୟବସାୟ କରିଛି । ତେବେ ଫିଲ୍ମରେ ୱିଲ ସ୍ମିଥଙ୍କୁ ଆଲ୍ଲାଦିନ ଭୂମିକାରେ ଦେଖିବାକୁ ମିଳିଛି । ଦର୍ଶକଙ୍କ ଭିତରେ ଆଲ୍ଲାଦିନକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିଛି ।

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.