ETV Bharat / sitara

ମେକର୍ସଙ୍କ ବଡ ଖୁଲାସା, ‘ଭୁଲ ଭୁଲୈୟା 2’ରୁ ଅକ୍ଷୟ ଆଉଟ

author img

By

Published : Oct 23, 2019, 11:57 AM IST

କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା ଯେ ‘ଭୁଲ ଭୁଲୈୟା 2’ରେ କାର୍ତ୍ତିକଙ୍କ ସହ ମିଶି ଅକ୍ଷୟଙ୍କ ଜବରଦସ୍ତ କମେଡି ଦେଖିବାକୁ ପାଇବେ ଦର୍ଶକ । କିନ୍ତୁ ଏବେ ଲାଗୁଛି ଏହି ଖବରରେ କୌଣସି ବାସ୍ତବତା ନାହିଁ ।

ଡିଜାଇନ ଫଟୋ

ମୁମ୍ବାଇ: ଯେବେ ଠାରୁ ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ‘ଭୁଲ ଭୁଲୈୟା’ର ରିମେକ ଫିଲ୍ମ ‘ଭୁଲ ଭୁଲୈୟା 2’ରେ କାର୍ତ୍ତିକ ଆର୍ୟନ ଓ କିୟାରା ଆଡଭାନୀଙ୍କ କାମ କରିବା ଖବର କନଫର୍ମ ହୋଇଛି । ଫିଲ୍ମକୁ ନେଇ ସେହି ସମୟରୁ ଖୁବ୍ ଚର୍ଚ୍ଚା ଚାଲିଛି । ଦର୍ଶକ କାର୍ତ୍ତିକଙ୍କ ସହ ଫିଲ୍ମରେ ଅକ୍ଷୟଙ୍କ କମେଡିର ତଡକା ମଧ୍ୟ ଦେଖିବାକୁ ଚାହୁଁ ବସିଥିଲେ ।

ନିକଟରେ ଫିଲ୍ମର ନିର୍ଦ୍ଦେଶକ ଅନୀଜ ବଜ୍ମୀ ଏମିତି ଏକ ବୟାନ ଦେଇଥିଲେ । ଯେଉଁଥିରେ ସଙ୍କେତ ମିଳିଥିଲା ଯେ ଅକ୍ଷୟ ମଧ୍ୟ ଫିଲ୍ମରେ ଅଭିନୟ କରିବେ । ସେ କହିଥିଲେ କି ଯଦି ଅକ୍ଷୟ ଆମ ଫିଲ୍ମର ଅଂଶ ହେବେ, ତାହାଲେ ସେ ବହୁତ ଖୁସି ହେବେ ।

ଅକ୍ଷୟଙ୍କ ସହ ତାଙ୍କ ସମ୍ପର୍କ ମଧ୍ୟ ବହୁ ପୁରୁଣା । କାରଣ ଦୁଇଜଣ ପୂର୍ବରୁ ଫିଲ୍ମ ‘ୱେଲକମ’ ଏବଂ ‘ସିଂହ ଇଜ କିଙ୍ଗ’ରେ ଏକାଠି କାମ କରିସାରିଛନ୍ତି । ଯାହାପରେ ଚର୍ଚ୍ଚା ଜୋର ଧରିଥିଲା ଯେ ଏହି ହରର କମେଡି ଫିଲ୍ମରେ ଅକ୍ଷୟ ସ୍ପେଶାଲ ଆପିୟରେନ୍ସରେ ଦେବେ । କିନ୍ତୁ ଇତିମଧ୍ୟରେ ଏହି ଖବର ଉପରେ ଫୁଲଷ୍ଟପ ଲାଗିଛି । କାରଣ ଅନୀଜ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ଖବର ସତ ନୁହେଁ ।

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଥିଲେ କି ଅକ୍ଷୟ ‘ଭୁଲ ଭୁଲୈୟା 2’ରେ କୌଣସି ରୋଲରେ ନଜର ଆସିବେ ନାହିଁ । ‘ଭୁଲ ଭୁଲୈୟା 2’ ନୂଆ ଫିଲ୍ମ ଯାହା କେବେଳ ନୂଆ ଷ୍ଟାରକାଷ୍ଟକୁ ନେଇ ନିର୍ମାଣ କରାଯିବ । ପ୍ରକାଶ ଥାଉକି ଏହି ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କରିବାକୁ ଯୋଜନା କରିଛନ୍ତି ନିର୍ମାତା । କିଛି ଦିନ ପୂର୍ବରୁ କାର୍ତ୍ତିକଙ୍କ ଫାଷ୍ଟ ଲୁକ ପୋଷ୍ଟର ମଧ୍ୟ ଜାରିହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.