ETV Bharat / sitara

ମେଟ୍ରୋରେ ସୁଟିଂସେଟକୁ ଗଲେ ଅକ୍ଷୟ, ଭାଇରାଲ ଭିଡିଓ

author img

By

Published : Sep 19, 2019, 11:55 PM IST

ସୁଟିଂ ସେଟରେ ପହଞ୍ଚିବା ପାଇଁ ମେଟ୍ରୋର ଯାତ୍ରା କଲେ ଅକ୍ଷୟ । ଫ୍ୟାନ୍ସଙ୍କ ନଜରରୁ ନିଜକୁ ବଞ୍ଚାଇ ଚୁପଚାପ ମେଟ୍ରୋରେ ବସିଛନ୍ତି ଅକ୍ଷୟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର କେବେ ମଧ୍ୟ ରିସ୍କ ନେବା ଏବଂ ଆଡଭେଞ୍ଚର କରିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏବେ ସେ ଏମିତି ଏକ କାମ କରି ଚର୍ଚ୍ଚାରେ ଆସିଛନ୍ତି । ଯାହା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରିଥାଆନ୍ତା । ସେ ଟ୍ରାଫିକ ଜାମରୁ ବଞ୍ଚିବା ପାଇଁ ବୁଧବାର ମେଟ୍ରୋରେ ଯାତ୍ରା କରିଥିଲେ ।

ଭିଡିଓ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏହି ପୁରା ଘଟଣାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି ଅକ୍ଷୟ । ସେୟାର ହୋଇଥିବା ଏହି ଭିଡିଓରେ ସେ କହିଛନ୍ତି କି ସେ ମେଟ୍ରୋରେ ଯାତ୍ରା କରୁଛନ୍ତି । ସେ ଚୁପଚାପ ମେଟ୍ରୋରେ ବସିଛନ୍ତି । ସେ ସୁଟିଂ ଘାଟକୋପର କରୁଥିଲେ । ସେଠାରୁ ତାଙ୍କୁ ୱାର୍ସୋୱାରେରେ ପହଞ୍ଚିବାର ଥିଲା । ତାଙ୍କ ମ୍ୟାପ କହୁଥିଲା କି 2 ଘଣ୍ଟାର ଯାତ୍ରା । କିନ୍ତୁ ମେଟ୍ରୋରେ ତାଙ୍କୁ ମାତ୍ର 20 ମିନିଟ ଲାଗିଛି । ଆଉ ଏହି ଯାତ୍ରାର ଆଇଡିଆ ତାଙ୍କୁ ‘ଗୁଡନ୍ୟୁଜ’ ନିର୍ଦ୍ଦେଶକ ରାଜ ମେହତା କହିଥିଲେ । ଦୁଇଜଣ ମେଟ୍ରୋ ଯାତ୍ରା କରୁଛନ୍ତି ।

ଅକ୍ଷୟଙ୍କ ଏହି ଭିଡିଓରେ ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ କରିବାରେ ଲାଗିଛନ୍ତି । ଭାଇ ପ୍ରଥମ ଥର ମେଟ୍ରୋରେ ବସିଛ ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.