ETV Bharat / sitara

ଭାରତରେ ଥାଇ ଭୋଟ ଦେଲେନି ଖିଲାଡି କୁମାର, ଲୋକେ କହିଲେ ଏପରି - loksabha election

ଭୋଟ ଦେଇପାରିନାହାଁନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏଥିପାଇଁ ଟ୍ରୋଲ ହେବକୁ ପଡିଛି ଅକ୍ଷୟଙ୍କୁ । ଅନ୍ୟପକ୍ଷେ 'କଳଙ୍କ'ର ଅଭିନେତ୍ରୀ ଆଲିଆ ଭଟ୍ଟ ବ୍ରିଟିଶ ନାଗରିକତା କାରଣରୁ ଭୋଟ ଦେଇପାରିନାହାଁନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 30, 2019, 12:12 PM IST

ହାଇଦ୍ରାବାଦ: ଚଳିତ ବର୍ଷ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କାଲି ସରିଛି । ଗତକାଲି ଅନେକ ବଲିଉଡ କଳାକାର ନିଜ ମତ ସାବ୍ୟସ୍ତ କରିଛନ୍ତି । ମାତ୍ର ବଲିଉଡ ଖିଲାଡି ମତଦାନ କରିନାହିଁନ୍ତି । ତେଣୁ ଏଥିପାଇଁ ଟ୍ରୋଲ ହେବାକୁ ପଡିଛି ଅକ୍ଷୟଙ୍କୁ । କୁହାଯାଉଛି ଯେ ଅକ୍ଷୟଙ୍କୁ ଭାରତର ନାଗରିକତା ମିଳିନାହିଁ । ତାଙ୍କୁ କାନ୍ନାଡାର ନାଗରିକତା ମିଳିଛି ।

troll
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଗତକାଲି ପତ୍ନୀ ଟ୍ବିଙ୍କଲ ଖନ୍ନା ମୁମ୍ବାଇର ଜୁହୁରେ ଭୋଟ ଦେଇଥିଲେ ମାତ୍ର ଅକ୍ଷୟଙ୍କୁ ଦେଖିବାକୁ ମିଳିନଥିଲା । ଏପିରିକି ଅକ୍ଷୟଙ୍କ ଲୋକସମ୍ପର୍କ ଅଧିକାରୀଙ୍କୁ ଏ ବିଷୟରେ ତଥ୍ୟ ଦେବାକୁ କୁହାଯାଇଥିଲା, ମାତ୍ର ସେ କୌଣସି ତଥ୍ୟ ଦେଇନଥିଲେ ।

alia bhatt
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଚତୁର୍ଥ ପର୍ଯ୍ୟାୟରେ ମୁମ୍ବାଇରେ 6ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ଅକ୍ଷୟ ମୁଖ୍ୟତଃ ଦେଶଭକ୍ତି ସମ୍ବଦ୍ଧିତ ଫିଲ୍ମ କରନ୍ତି । ସବୁବେଳେ ଦେଶର ଯବାନଙ୍କୁ ସମ୍ମାନ କରନ୍ତି, ଦେଶର ବିକାଶ ପାଇଁ ସବୁବେଳେ ଜାଗ୍ରତ ଥାଆନ୍ତି, ମାତ୍ର ତାଙ୍କ ଭୋଟ ନଦେବା ସାଧାରଣ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେହିପରି ଆଲିଆ ଭଟ୍ଟ ମଧ୍ୟ ଏ ବର୍ଷ ଲୋକସଭା ନିର୍ବାଚନରେ ଭୋଟ ଦେଇପାରିନାହିଁନ୍ତି । ଆଲିଆ ଏବେ ବ୍ରିଟିଶ ନାଗରିକ । ତାଙ୍କୁ ଭାରତୀୟ ନାଗରିକତା ମିଳିପାରିନାହିଁ ।

Intro:Body:

BANA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.