ETV Bharat / sitara

ରିପୋର୍ଟରଙ୍କ ଫୋନ ଉଠାଇ କଥା ହେଲେ ଅକ୍ଷୟ, ଦେଖନ୍ତୁ ଭିଡିଓ

author img

By

Published : Aug 15, 2019, 3:02 PM IST

ପ୍ରେସ କନଫରେନ୍ସରେ ରିପୋର୍ଟରଙ୍କ ଫୋନ ଉଠାଇ କଥା ହେଲେ ଅକ୍ଷୟ । ଭିଡିଓ ହେଉଛି ଭାଇରାଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ରିଲିଜ ହୋଇଛି ଅକ୍ଷୟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ମିଶନମଙ୍ଗଲ’। ଫିଲ୍ମର ପ୍ରମୋଶନ ପାଇଁ ଆୟୋଜିତ ହୋଇଥିବା ପ୍ରେସ କନଫରେନ୍ସରେ ଅକ୍ଷୟ କରିଛନ୍ତି ପ୍ରାଙ୍କ୍ । ରିପୋର୍ଟରଙ୍କ ଫୋନ ଉଠାଇ କଥା ହୋଇଥିଲେ ଅକ୍ଷୟ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/viralbhayani

ପ୍ରକାଶଥାଉକି, ପ୍ରେସ କନଫରେନ୍ସ ସମୟରେ ଜଣେ ବୁମ୍ ରଖାଯାଇଥିବା ସ୍ଥାନରେ ରିପୋର୍ଟରଙ୍କ ମୋବାଇଲ ଫୋନ ରଖାଯାଇଥିଲା । ଆଲୋଚନା ଚାଲିଥିବା ସମୟରେ କ୍ରିଷ୍ଣା ନାମକ ଜଣେ ବ୍ୟକ୍ତିଙ୍କ ଫୋନ ଆସିଥିଲା । ଫୋନକୁ ଅକ୍ଷୟ କୁମାର ରିସିଭ୍ କରିଥିଲେ ଓ ତାଙ୍କ ସହ କଥା ହୋଇଥିଲେ ।

ଅକ୍ଷୟଙ୍କ ଏହି ଭିଡିଓ କାଫି ଭାଇରାଲ ହୋଇଛି । ପୂର୍ବରୁ ଅନୁଷ୍କା ଶର୍ମା ମଧ୍ୟ ଏପରି କରିଥିବାର ନଜିର ରହିଛି । ତେବେ ଅକ୍ଷୟଙ୍କ ଫିଲ୍ମ ‘ମିଶନମଙ୍ଗଲ’ ରିଲିଜ ହୋଇସାରିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.