ETV Bharat / sitara

14ଦିନ ରିମାଣ୍ଡରେ ଏଜାଜ ଖାନ୍

author img

By

Published : Jul 20, 2019, 11:47 PM IST

ବିବାଦୀୟ ଭିଡିଓ କରି ଫସିଛନ୍ତି ବିବାଦୀୟ ଅଭିନେତା ଏଜାଜ ଖାନ୍ । କୋର୍ଟରେ ଜାମିନ ଖାରଜ ପରେ 14 ଦିନ ରିମାଣ୍ଡରେ ଗଲେ ପୂର୍ବତନ ବିଗବସ ପ୍ରତିଯୋଗୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ନିକଟରେ ଏକ ବିବାଦୀୟ ଭିଡିଓ ପୋଷ୍ଟ କରି ବିବାଦରେ ଫସିଛନ୍ତି ବିଗବସର ପୂର୍ବତନ ପ୍ରତିଯୋଗୀ ଏଜଜ ଖାନ୍ । ଟିକଟକ ଆପରେ ଜାତିବାଦକୁ ପ୍ରତ୍ସୋହନ ଓ ମୁମ୍ବାଇ ପୋଲିସକୁ ଗାଳି କରିବା ଅଭିଯୋଗରେ ଗିରଫ ହୋଇଥିଲେ ଏଜାଜ ।

14ଦିନ ରିମାଣ୍ଡ
ଫଟୋ ସୌଜନ୍ୟ: ଏ ଏନ ଆଇ

ଗିରଫ ପରେ ଏଜାଜଙ୍କୁ କୋର୍ଟ ନିଆଯାଇଥିଲା । ଏହାପରେ ତାଙ୍କୁ 14 ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତେବେ ଏହା ପ୍ରଥମ ଥର ନୁହେଁ ବରଂ ଗତବର୍ଷ ଏକ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ ଏଜାଜ। ତେବେ ଏଜାଜଙ୍କ ପତ୍ନୀଙ୍କ କହିବା କଥା, ତାଙ୍କର ସ୍ୱାମୀ ନିର୍ଦ୍ଦୋଶ ଓ ତାଙ୍କକିଛି ଲୋକ ଏପରି କାର୍ଯ୍ୟ କରିବା ସହ ଓ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.