ETV Bharat / sitara

ନାଗପୁର ପୋଲିସକୁ ଅଜୟଙ୍କ ଧନ୍ୟବାଦ

author img

By

Published : Apr 22, 2020, 12:42 PM IST

କୋରୋନା ଭାଇରସ ଆତଙ୍କ ମଧ୍ୟରେ ନାଗପୁରର ଆଶ୍ରୟ ଗୃହରେ ଥିବା ଶ୍ରମିକ, ଦିନ ମଜୁରିଆଙ୍କର ମନୋରଞ୍ଜନ କଲା ପୋଲିସ। ବାଃ ବାଃ କହିଲେ ଅଜୟ ଦେବଗନ।

_ajay devgan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ଲକଡାଉନ ପାଇଁ ସହରରେ ଫସି ରହିଥିବା ଶ୍ରମିକ, ଦିନ ମଜୁରିଆଙ୍କ ପାଇଁ ନିର୍ମାଣ ହୋଇଥିବା ଆଶ୍ରୟ ଗୃହରେ ନାଗପୁର ପୋଲିସ ନିଜର ଥିୟଟର ସ୍ଥାପିତ କରିଛି। ଯେଉଁଥିରେ ଶ୍ରମିକ, ଦିନ ମଜୁରିଆଙ୍କୁ ମନୋରଞ୍ଜନ କରିବା ପାଇଁ ଫିଲ୍ମର ସ୍କ୍ରିନିଂ ମଧ୍ୟ ଆରମ୍ଭ କରାଯାଇଛି। ଥିୟଟରରେ ପ୍ରଦର୍ଶିତ ହୋଇଥିବା ପ୍ରଥମ ଫିଲ୍ମ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ‘ତାନାଜୀ: ଦ ଅନସଙ୍ଗ ୱାରିୟ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

ନାଗପୁର ସିଟି ପୋଲିସ ଏହାର ସୂଚନା ନିଜ ଟ୍ବିଟର ହ୍ୟାଣ୍ଡଲରେ ଦେଇଛି । ଏହାସହ ଲେଖାଯାଇଛି, ‘ଫିଲ୍ମ ଦେଖିବା ଦ୍ବାରା ଧ୍ୟାନ ଆକାର୍ଷିତ ହୋଇଥାଏ । ଆଉ ଏହା ଚିନ୍ତାକୁ କମ କରିବାର ଶାନଦାର ଉପାୟ। ନାଗପୁର ପୋଲିସ ସେଲ୍ଟର ହୋମ୍ସରେ ଏକ ଖୋଲା ଥିୟଟର ସ୍ଥାପିତ କରିଛି।’ ଏହି ଟ୍ବିଟରେ ଅଜୟଙ୍କୁ ମଧ୍ୟ ଟ୍ୟାଗ କରିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

ସେପଟେ ଅଜୟ ଏହା ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଯଦି ମୁଁ କିମ୍ବା ମୋର କୌଣସି ବି ଫିଲ୍ମ ସାହାଯ୍ୟ କରିପାରୁଛି । ତେବେ ଏହାକୁ ନେଇ ମୁଁ ବହୁତ ଖୁସି ହେବି। ଆପଣଙ୍କ ଦ୍ବାରା କରାଯାଉଥିବା ମହାନ ପ୍ରୟାସକୁ ଧନ୍ୟବାଦ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.