ETV Bharat / sitara

‘ସେରନୀ’କୁ ଛୋଟ ଫିଲ୍ମ କହି ହଟହଟା KRK

ଚୁପ ବସିବାର ନାଁ ନେଉନାହାଁନ୍ତି କେଆରକେ । ଧିରେ ଧିରେ କରି ଅନେକ ସେଲିବ୍ରିଟିଙ୍କୁ ଟାର୍ଗେଟ କରୁଛନ୍ତି ସେ । ଏଥର ବିଦ୍ୟାଙ୍କ ଫିଲ୍ମ ବିଷୟରେ କହି ଫ୍ୟାନ୍ସଙ୍କ ଟାର୍ଗେଟରେ ସେ । ଅଧିକ ପଢନ୍ତୁ...

author img

By

Published : Jun 21, 2021, 1:36 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତା ତଥା ପ୍ରଯୋଜକ କମଲ ଆର ଖାନ ଯଥା କେଆରକେ ଚର୍ଚ୍ଚାରେ ରହିବାକୁ କୌଣସି ସୁଯୋଗ ଛାଡନ୍ତି ନାହିଁ | ସଲମାନ ଖାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ କେଆରକେ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଥିଲେ । ତାଙ୍କ ବିବାଦୀୟ ଟିପ୍ପଣୀ ପାଇଁ ସଲମାନ ତାଙ୍କ ଉପରେ ମାନହାନି ମକଦ୍ଦମା ଦାୟର କରିଥିଲେ । ଏହି ମାମଲା ଏବେ ଥିମି ନାହିଁ ହେଲେ ସେ ଆଉ ଜଣେ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଛନ୍ତି ।

  • Many people are asking me to review film #Sherni. Dear people please note, I don’t watch such small films neither review them nor talk about them. Because I am #ThebrandKRK the No.1 critic in the world #DrKRK.

    — KRK (@kamaalrkhan) June 19, 2021 " class="align-text-top noRightClick twitterSection" data=" ">

ଆଜ୍ଞା ହଁ, ଏଥର ସେ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଫିଲ୍ମ ଉପରେ ଟିପ୍ପଣୀ କରିଛନ୍ତି । କଥାଟି ହେଲା ଯେ ନିକଟରେ ବିଦ୍ୟାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ସେରନୀ’ ରିଲିଜ ହୋଇଥିଲା । ଯାହା ଉପରେ ପ୍ରତିକ୍ରିୟା ଦେଇ ଫ୍ୟାନ୍ସଙ୍କ ଟାର୍ଗେଟରେ କେଆରକେ ।

ସେରନୀ ଉପରେ ପ୍ରତିକ୍ରିୟା ଦେଇ କେଆରକେ ଲେଖିଛନ୍ତି, ‘ସେରନୀ’ ଭଳି ଛୋଟ ଫିଲ୍ମର ରିଭ୍ୟୁ ମୁଁ କରେ ନାହିଁ । ନା ଏଭଳି ଫିଲ୍ମ ଉପରେ ଆଲୋଚନା କରେ ।’

ଖାଲି ଏତିକି ନୁହେଁ ସେ ନିଜକୁ ୱାର୍ଲ୍ଡର ଟମ ୱାନ କ୍ରିଟିକ ମଧ୍ୟ କହିଛନ୍ତି । ତାଙ୍କ ଏଭଳି କଥା ଶୁଣି ବିଦ୍ୟାଙ୍କ ଫ୍ୟାନ୍ସ ତାଙ୍କ ଉପରେ କ୍ରୋଧିତ ନଜର ଆସୁଛନ୍ତି । ଆଉ ଟ୍ବିଟ କରି ତାଙ୍କୁ କଡା କଥା ମଧ୍ୟ କହୁଥିବାର ଦେଖାଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.