ETV Bharat / sitara

ତାପସୀ ପନ୍ନୁ ଓ ଅନୁରାଗ କଶ୍ୟପଙ୍କ ଘରେ ଆୟକର ବିଭାଗର ଚଢାଉ

author img

By

Published : Mar 3, 2021, 1:23 PM IST

Updated : Mar 3, 2021, 7:18 PM IST

ସାମ୍ନାକୁ ଆସିଲା ବଡ ଖବର । ଆଇଟି ଟାର୍ଗେଟରେ ବି-ଟାଉନ ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ତାପସୀଙ୍କଠୁ ନେଇ ଅନୁରାଗ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଆୟକର ବିଭାଗ ଦ୍ବାରା ଲୋକପ୍ରିୟ ନିର୍ମାତା ଅନୁରାଗ କଶ୍ୟପ, ବିକାଶ ବହଲ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଅନ୍ୟ କିଛି ଷ୍ଟାର୍ସଙ୍କ ବାସଭବନରେ ଚଢାଉ କରାଯାଇଛି।

ବଲିଉଡ ସେଲିବ୍ରିଟିଙ୍କ ଘରେ ଆୟକର ବିଭାଗର ଚଢାଉ

ଆଇଟି ବିଭାଗ ଅନୁଯାୟୀ, ଟିକସ ଫାଙ୍କିବା ମାମଲାରେ ଏହି ଚଢାଉ କରାଯାଇଛି । ଫାଣ୍ଟମ୍ ଫିଲ୍ମସ୍ ଅଫିସ୍ ଏବଂ ଅନ୍ୟାନ୍ୟ 22 ଟି ସ୍ଥାନରେ ମଧ୍ୟ ଚଢାଉ କରିଛି ଆଇଟି ବିଭାଗ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Last Updated : Mar 3, 2021, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.