ETV Bharat / sitara

ଜୁଲାଇ 2ରେ ‘ହସୀନ ଦୁଲରୁବା’ ନେଇ ଫେରିବେ ତାପସୀ

author img

By

Published : May 15, 2021, 8:04 AM IST

ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି ‘ହସୀନ ଦିଲରୁବା’ । ତାପସୀଙ୍କ ସହ ନଜର ଆସିବେ ବିକ୍ରାନ୍ତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଏବର୍ଷ ତାପସୀ ପନ୍ନୁ ଫ୍ୟାନ୍ସଙ୍କ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଆଗାମୀ ସମୟରେ ରିଲିଜ ହେବାକୁ ଯାଉଛି ତାଙ୍କର ଅନେକ ଫିଲ୍ମ । ଏହି କ୍ରମରେ ସାମିଲ ଅଛି ଆକ୍ସନ, ଥ୍ରିଲର ଡ୍ରାମା ଫିଲ୍ମ ‘ହସୀନ ଦିଲରୁବା’ । ଯାହାର ରିଲିଜ ତାରିଖ ସାମ୍ନାକୁ ଆସିଛି । ସେହିପରି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଅଭିନେତା ବିକ୍ରାନ୍ତ ମେସୀ ।

ଚର୍ଚ୍ଚା ଜୋର ଧରିଛି ଯେ ‘ହସୀନ ଦିଲରୁବା’ର ମେକର୍ସ ଆସନ୍ତା ଜୁଲାଇ 2ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରୁଛନ୍ତି । ହେଲେ କୋରୋନା ସଙ୍କଟ ପାଇଁ ଫିଲ୍ମ ସିନେମାହଲରେ ନୁହେଁ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ ।

ପ୍ରକାଶ ଥାଉକି ଏହି ଫିଲ୍ମ ଗତ ବର୍ଷ ସେପ୍ଟେମ୍ବରରେ ରିଲିଜ ହେବାର ଥିଲା । କୋରୋନା ପ୍ରକୋପ ପାଇଁ ଫିଲ୍ମର ରିଲିଜ ସ୍ଥଗିତ ରଖିଥିଲେ ମେକର୍ସ । ସେହିପରି ଫିଲ୍ମର ସୁଟିଂ ଗତ ବର୍ଷ ଅକ୍ଟୋବରରେ ଶେଷ ହୋଇଥିଲା । ଯାହାର ସୂଚନା ସୋସିଆଲ ମିଡିଆରେ ଦେଇଥିଲେ ତାପସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.