ETV Bharat / sitara

ବୟଫ୍ରେଣ୍ଡଙ୍କ ସହ ଲାଇଭ୍ ଭିଡିଓରେ ରୋମାଣ୍ଟିକ ହେଲେ ସୁସ୍ମିତା

author img

By

Published : Apr 19, 2021, 10:12 AM IST

ଭାଇରାଲ ହେଲା ସୁସ୍ମିତାଙ୍କ ଲାଇଭ୍ ଭିଡିଓ । ଯେଉଁଥିରେ ମୁହଁ ଲୁଚାଇଲେ ରୋହମାନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ ଅଭିନୟ ଅପେକ୍ଷା ନିଜ ଲଭ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କୁ ପ୍ରାୟତଃ ତାଙ୍କ କଥିତ ବୟଫ୍ରେଣ୍ଡ ତଥା ମଡେଲ ରୋହମାନ ସୈଲଙ୍କ ସହ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଲଭବାର୍ଡଙ୍କ ପ୍ରେମଭରା ଅନ୍ଦାଜ ଦେଖିବାକୁ ସବୁବେଳେ ଅପେକ୍ଷା କରିଥାଆନ୍ତି ଫ୍ୟାନ୍ସ । ଇତିମଧ୍ୟରେ ଭାଇରାଲ ହେଉଛି ଦୁଇଜଣଙ୍କ ନୂଆ ଭିଡିଓ । ଲାଇଭ୍ ଭିଡିଓରେ ରୋହମାନଙ୍କ ସହ ରୋମାଣ୍ଟିକ ହେଲେ ସୁସ୍ମିତା ।

କଥାଟି ହେଲା ଯେ ନିକଟରେ ସୁସ୍ମିତା ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତା କରିବାକୁ ଲାଇଭ୍ ଆସିଥିଲେ । ହେଲେ ଯେଉଁଥିରେ ତାଙ୍କ ସହ ରୋହମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ସୁସ୍ମିତା ଏହା ମଧ୍ୟ ଜଣାଇଥିଲେ କାହିଁକି ରୋହମାନ ନିଜ ଚେହେରା ଲାଇଭ୍ ଭିଡିଓରେ ଲୁଚାଉଛନ୍ତି । କାରଣ ସେଭିଂ କରୁଥିବା ସମୟରେ ନିଜ ଉପର ଦାଢି କାଟି ଦେଇଛନ୍ତି ରୋହମାନ । ବର୍ତ୍ତମାନ ଏହି ମଜାଦାର ଭିଡିଓରେ ଫ୍ୟାନ୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି ଗତ ବର୍ଷ ସୁସ୍ମିତା ଡିଜିଟାଲ ଦୁନିଆରେ ପଦାର୍ପଣ କରିଥିଲେ। ତାଙ୍କ ଡେବ୍ୟୁ ସିରିଜ ଆର୍ଯ୍ୟ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.