ETV Bharat / sitara

ସନ୍ନିଙ୍କ ଇମୋଜି ଅନ୍ଦାଜ, ଭାଇରାଲ ଭିଡିଓ - ଭାଇରାଲ ହେଲା ସନ୍ନିଙ୍କ ଇନଷ୍ଟାଗ୍ରାମ ଭିଡିଓ

ସୋସିଆଲ ମିଡିଆରେ ନୂଆ ଭିଡିଓ କ୍ଲିପ୍ ସେୟାର କଲେ ସନ୍ନି । ଆଉ ନିଜ ପସନ୍ଦୀୟ ଇମୋଜିର ଦେଲେ ପୋଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
author img

By

Published : May 27, 2021, 9:57 AM IST

ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଥିବା ଅଭିନେତ୍ରୀ ସନ୍ନି ଲିଓନୀ ବୁଧବାର ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ତାଙ୍କର ସବୁଠାରୁ ପ୍ରିୟ ଇମୋଜି ବିଷୟରେ ପ୍ରକାଶ କରିଥିଲେ। ସେ ଅପଲୋଡ୍ କରିଥିବା ଏକ ଭିଡିଓ କ୍ଲିପରେ ନିଜ ପ୍ରିୟ ଇମୋଜିର ପୋଜ କ୍ୟାମେରା ଆଗରେ କରୁଥିବା ଦେଖିବାକୁ ମିଳିଛି ।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଆପଣଙ୍କ ପସନ୍ଦୀୟ ଇମୋଜି କଣ? ମୋ ସହ ରିମିକ୍ସ କର ଆଉ ମତେ ଜଣାଅ ।’

ପ୍ରକାଶ ଥାଉକି ସନ୍ନି ବର୍ତ୍ତମାନ କେରଳରେ ନିଜର ଆଗାମୀ ସାଇକୋଲଜିକାଲ ଥ୍ରିଲର ଫିଲ୍ମ ‘ସେରା’ର ସୁଟିଂ କରୁଛନ୍ତି । ଏହି ଫିଲ୍ମଟି ଶ୍ରୀଜିତ ବିଜୟଙ୍କ ନିର୍ଦ୍ଦେଶିତ । ସେହିପରି ଫିଲ୍ମକୁ ତାମିଲ, ହିନ୍ଦୀ, ତେଲୁଗୁ ଏବଂ ମାଲାୟାଲମରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.