ETV Bharat / sitara

କାଶ୍ମୀର ଛାତ୍ରଙ୍କ ସମର୍ଥନରେ ଆଲିୟାଙ୍କ ମାଆ

ଦିଗଜ ଅଭିନେତ୍ରୀ ସୋନୀ ରାଜଦାନ ଇତିମଧ୍ୟରେ କଶ୍ମୀର ଛାତ୍ରାଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି । ପୁଲୱାମା ଆକ୍ରମଣ ପରେ କଶ୍ମୀର ଛାତ୍ରାଙ୍କ ସହ ଦୁର୍ବ୍ୟବହାର ନକରିବାକୁ ସମସ୍ତଙ୍କୁ ଟ୍ୱିଟ ଜରିଆରେ ଅନୁରୋଧ କରିଛନ୍ତି । ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ମାଆ ହେଲେ ସୋନୀ।

author img

By

Published : Feb 27, 2019, 3:16 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ମାଆଅର୍ଥାତ୍ ଦିଗଜ ଅଭିନେତ୍ରୀ ସୋନୀ ରାଜଦାନ ଟ୍ୱିଟ କରି କାଶ୍ମୀର ଛାତ୍ରଙ୍କ ସମର୍ଥନ କରିଛନ୍ତି । ଫେବୃଆରୀ 14ର ପୁଲୱାମା ଆକ୍ରମଣ ପରେ ପୁରା ଦେଶରେ ଦୁର୍ବ୍ୟବହାର, ଧମକ ଏବଂ ହିଂସାର ଶିକାର ହେଉଛନ୍ତି । ସେହି ଆତଙ୍କବାଦୀ ଆକ୍ରମଣରେ ଭାରତୀର ସିଆରପିଏଫର 40ରୁ ଊର୍ଦ୍ଧ୍ୱଯବାନ ଶହୀଦ ହୋଇଥିଲେ ।

ସୋନୀ ଜଣେ କାଶ୍ମୀର ପଣ୍ଡିତ । ତେଣୁ ସେ କାଶ୍ମୀର ଛାତ୍ରଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି । ସେ ଶୁକ୍ରବାର ଟ୍ୱିଟ କରି ଲେଖିଥିଲେ, "ମୁଁ ସେହି ସବୁ କାଶ୍ମୀର ଛାତ୍ର ଏବଂ ତାଙ୍କ ଲୋକଙ୍କୁ କହିବାକୁ ଚାହୁଁଛି, ଯିଏ ହିଂସାରେ ପୀଡିତ..ଏମାନେ ସେହି ଲୋକ ନୁହନ୍ତି । ଏହିମାନେ ଆତଙ୍କବାଦୀ ନୁହନ୍ତି ।"

ଏହାପୂର୍ବରୁ ସୋନୀ ଟ୍ୱିଟରରେ କାଶ୍ମୀର ଛାତ୍ରଙ୍କ ସୁରକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ କହିଥିଲେ, "ମୋ ସ୍ନେହର ଭାରତ... ଆମେ ଆହତ ଅଛୁ, ସ୍ତବ୍ଧ ଅଛୁ ଏବଂ ଆମେ ଶୋକ କରୁଛୁ । ସେହି ଲୋକଙ୍କୁ ଘୃଣା କରନ୍ତୁ ନାହିଁ । ଯିଏ ଅପରାଧୀ ନୁହନ୍ତି । ଭଗବାନ ତାଙ୍କୁ ତାହା ହେବାରୁ ବଞ୍ଚାନ୍ତୁ, ଯାହାକୁ ଆମେ ଘୃଣା କରୁଛେ । କାଶ୍ମୀର ଛାତ୍ରଙ୍କୁ ସୁରକ୍ଷିତ ରଖନ୍ତୁ । "

ଭୁବନେଶ୍ୱର:ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ 2017 ମସିହା ପାଇଁ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ଘୋଷଣା କରାଯାଇଛି।ଚଳଚ୍ଚିତ୍ର ବିଭାଗର27ଟି  କାଟାଗୋରୀ ମଧ୍ୟରୁ 25ଟି କାଟାଗୋରୀ ପାଇଁ ନାମ ଘୋଷଣା କରାଯାଇଥିବା ବେଳେ 2ଟି ବିଭାଗ (ଶ୍ରେଷ୍ଠ ଡକୁମେଣ୍ଟାରୀ ଫିଲ୍ମ ଓ ଆଦିବାସୀ ଭାଷାର  ଶ୍ରେଷ୍ଠ ଫିଲ୍ମ)ନିମନ୍ତେ କୌଣସି ନୋମିନେସନ ନ ମିଳିବାରୁ  କାହାରିକୁ ପୁରସ୍କାର ପ୍ରଦାନ କରାଯାଇନଥିବା ସୂଚନା ମିଳିଛି।ଜୀବନବ୍ୟାପୀ ସାଧନା ପାଇଁ ଦିଆଯାଉଥିବ ଜୟଦେବ ସମ୍ମାନ ଉକ୍ତ ବର୍ଷ ପାଇଁ ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କୁ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି।ଦ୍ଵିତୀୟ ସର୍ବୋଚ୍ଚ ସମ୍ମାନ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ହେଲୋ ଆର୍ସି ପାଇଁ ଅଜୟ ରାଉତରାୟ ଙ୍କୁ ଦେବାକୁ ଘୋଷଣା କରାଯାଇଛି।ତେବେ ଶ୍ରେଷ୍ଠ ନିର୍ଦେଶକ ଓ ଶ୍ରେଷ୍ଠ ନାୟକ ସମ୍ମାନ ସମେତ 5ଟି ବିଭାଗ ରେ ପୁରସ୍କାର ହାସଲ କରିବା ପାଇଁ ସମର୍ଥ ହୋଇଛି।
   ସେହିପରି ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ଭାବେ ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ନୂଆ ବୋହୂ ଧାରାବାହିକ କୁ ବଛା ଯାଇଛି।ଶ୍ରେଷ୍ଠ ପ୍ରଯୋଜକ ଭାବେ ରଗଡ଼ ଧାରାବାହିକ  ନିର୍ଦେଶକ ଅଶୋକ କୁମାର ମିଶ୍ରଙ୍କୁ ଏବଂ ଶ୍ରେଷ୍ଠ ନିର୍ଦେଶକ ଭାବେ ନିରୁପାୟ ର ସାରଦା ପ୍ରସନ୍ନ ସ୍ବାଇଁଙ୍କ ନାମ ଘୋଷଣା କରାଯାଇଛି।ତେବେ 20ଟି ବିଭାଗ ପାଇଁ ନାମ ଚୟନ ହେବାକୁ ଥିବା ବେଳେ  ଶ୍ରେଷ୍ଠ ଆଦିବାସୀ ଭାଷା ର ଟେଲି ଫିଲ୍ମ  କୁ ଛାଡି 19ଟି ବିଭାଗ ପାଇଁ  ନାମ ଘୋଷଣା କରାଯାଇଛି। ତେବେ ଆସିଥିବା ସମସ୍ତ ଏଣ୍ଟ୍ରି ଗୁଡିକ ମଧ୍ୟରୁ ମୌଳିକ ଓଡ଼ିଆ ଚଳଚ୍ଚିତ୍ର ବାଛିବା ପାଇଁ ଜୁରୀ ସଦସ୍ୟଙ୍କୁ ବେଶ ଅକଡ଼ରେ ପକାଇଥିବା ଚଳଚ୍ଚିତ୍ର ଜୁରୀ କମିଟିର ଅଧ୍ୟକ୍ଷ ପ୍ରଫୁଲ କର କହିଛନ୍ତି।ବ୍ୟବସାୟୀକ କ୍ଷେତ୍ରରେ ସଫଳ ଲାଭ କରୁଥିବ ଫିଲ୍ମ ଗୁଡିକ ଏହି ପୁରସ୍କାର ପାଇବାରୁ ବଞ୍ଚିତ ହେଉଥିବାରୁ ଲକ୍ଷ୍ୟ କରାଯାଇଛି।ତେବେ ଏବେ ବହୁ ପରିମାଣର ଓଡ଼ିଆ ଫିଲ୍ମ ଅନ୍ୟ ଭାଷାରୁ କପି ପେଷ୍ଟ ହେଉଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ବେଳେ ଏନେଇ ଆଗାମୀ ଦିନରେ ଚଳଚିତ୍ର ପ୍ରଯୋଜକ ମାନେ ଦୃଷ୍ଟି ଦେବାକୁ ଚୟନ କମିଟି ପକ୍ଷରୁ କୁହାଯାଇଛି।
 ଆଜି ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂସ୍କୃତି ସଚିବ  ମନୋରଞ୍ଜନ ପାଣିଗ୍ରାହୀ ଜୁରୀ କମିଟି ପ୍ରଦତ୍ତ ଜଉ ମୁଦ ଦିଆ ସୁପାରିଶ କୁ ଘୋଷଣା କରିଥିଲେ।ଆସନ୍ତା ଏକ ତାରିଖ ଓ ଦୁଇ ତାରିଖ ରେ ଉପରୋକ୍ତ ପୁରସ୍କାର ସମାରୋହ ଉତ୍କଳ ମଣ୍ଡପରେ ଆୟୋଜନ କାରାଯାଇ ସମ୍ମାନିତ କରାଯିବ ବୋଲି କୁହାଯାଇଛି।
 ଏହି କାର୍ଯ୍ୟକ୍ରମ ରେ ଉଭୟ ବିଭାଗ ପାଇଁ ନିଯୁକ୍ତ ଜୁରୀ କମିଟିର ସଦସ୍ୟମାନଙ୍କ ସମେତ ସଂସ୍କୃତି ବିଭାଗ ଉପ ନିର୍ଦେଶକ ସଂଘମିତ୍ର ଶତପଥି ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ବିଜୟ ନାୟକ ପ୍ରମୂଖ ଉପସ୍ଥିତ ଥିଲେ।
Laxmikanta Das
Bhubaneswar
Visual already sent by WhatsApp
Package
Byte-prafula kar 
Byte-Manoranjan panigrahi
Byte-Ghanashyam mohapatra

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.