ETV Bharat / sitara

ସୁଶାନ୍ତଙ୍କ ପାଇଁ ଭାବୁକ ହେଲେ ରିଆ, କହିଲେ ‘ମତେ ଭଲ ପାଅ’

author img

By

Published : May 28, 2021, 11:46 AM IST

ସୋସିଆଲ ମିଡିଆରେ ପୋଷ୍ଟ କରି ସୁଶାନ୍ତଙ୍କ ପାଇଁ ଇମୋସନାଲ କଥା ଲେଖିଲେ ରିଆ । ଭାଇରାଲ ହେଉଛି ତାଙ୍କ ପୋଷ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ଗତ ବର୍ଷ ଜୁନ 14ରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ । ବର୍ଷେ ହେବାକୁ ବସିଲାଣି ତାଙ୍କ ମୃତ୍ୟୁକୁ । ହେଲେ ଏଯାବତ ତାଙ୍କୁ ଭୁଲି ପାରୁନାହାଁନ୍ତି ଫ୍ୟାନ୍ସଙ୍କ ଠୁ ନେଇ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ । ସୋସିଆଲ ମିଡିଆରେ ତାଙ୍କ ପାଇଁ ପୋଷ୍ଟ କରୁଥିବାର ଆସୁଛନ୍ତି ସମସ୍ତେ ନଜର । ଇତିମଧ୍ୟରେ ପୁଣି ଇମୋସନାଲ ହୋଇପଡିଛନ୍ତି ରିଆ ।

ଆଉ ତାଙ୍କ ପାଇଁ ଲେଖିଛନ୍ତି ଭାବୁକଭରା ପୋଷ୍ଟ । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ବହୁତ ଯନ୍ତ୍ରଣା ସହିତ ଶକ୍ତି ଆସେ । ଏଥିପାଇଁ ଆପଣଙ୍କୁ କେବଳ ମୋ ଉପରେ ବିଶ୍ବାସ କରିବାକୁ ପଡିବ । ଅପେକ୍ଷା କର। ରିଆଙ୍କୁ ଭଲ ପାଅ।’

ପ୍ରକାଶ ଥାଉକି ରିଆଙ୍କ ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କ୍ରିତି ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଏକ ଇମୋସନାଲ ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.