ETV Bharat / sitara

‘ବଲିଉଡରେ ସମ୍ପର୍କ ଅପେକ୍ଷା ଟଙ୍କା ବଡ’

ପୁଣି ବଲିଉଡକୁ ନେଇ ଆଶ୍ଚର୍ଯ୍ୟକର ବୟାନ ଦେଲେ ପାୟଲ । ଏଥର ସେ କଳାକାରଙ୍କ ମୃତ୍ୟୁ ଉପରେ କରିଛନ୍ତି ଟ୍ବିଟ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାୟଲ ଘୋଷ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାୟଲ ଘୋଷ
author img

By

Published : Oct 9, 2020, 5:42 PM IST

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ଚୁପ ହେବାର ନାଁ ନେଉନାହାଁନ୍ତି । ସେ ନିକଟରେ ଫେମସ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଲଗାଇଥିଲେ । ଏହାସହ ସେ ବଲିଉଡର କିଛି ଅଭିନେତ୍ରୀଙ୍କୁ ନେଇ ଆପତ୍ତିଜନକ ପ୍ରତିକ୍ରିୟା ଦେଇଥିଲେ । ଆଉ ଏବେ ସେ ଏକ ଟ୍ବିଟ ପାଇଁ ଚର୍ଚ୍ଚାରେ । ବଲିଉଡ ବିଷୟରେ ନିଜ ମନ କଥା କହିଛନ୍ତି ।

ବଲିଉଡରେ ହେଉଥିବା କଳାକାରଙ୍କ ମୃତ୍ୟୁକୁ ଆଧାର କରି ପାୟଲ ଟ୍ବିଟରେ ଲେଖିଛନ୍ତି, ବଲିଉଡରେ ତ ଅଳ୍ପ ପାଣିରେ ବୁଡି ଲୋକେଙ୍କର ନ୍ୟାଚୁରାଲ ଡେଥ ହେଉଛି । ଏଠାରେ ପିଲା-ଛୁଆ, ପତି-ପତ୍ନୀ କେହି ବଡ ନୁହେଁ । ସବୁଠାରୁ ବଡ ଟଙ୍କା।’

  • Bollywood mein toh log chullu bhar paani mein Doob ke bhi natural death mar jaate hai..!! 🤣 Na Biwi Na Bachha Na Baap Bada Na MaiyanThe Whole Thing Is That Ke Bhaiya Sabse Bada Rupaiya 🤣🤣

    — Payal Ghosh (@iampayalghosh) October 7, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ନିଜ ବୟାନରେ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ନାମ ନେଇଥିବାରୁ ତାଙ୍କ ଉପରେ ସେ 1.1 କୋଟି ଟଙ୍କା ମାନହାନି କେସ କରିଥିଲେ । ଯାହାର ଶୁଣାଣିରେ କୋର୍ଟ ତାଙ୍କୁ କହିଛନ୍ତି ନିଜ ବୟାନରୁ ରିଚାଙ୍କ ନାମ ହଟାଇବାକୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.