ETV Bharat / sitara

ଫ୍ୟାନ୍ସଙ୍କ ସହ ଲୁଡୁ ଖେଳରେ ମାତିଛନ୍ତି କିଆରା

author img

By

Published : Jul 1, 2020, 7:29 PM IST

ପ୍ରଥମଥର କୌଣସି ଅଭିନେତ୍ରୀଙ୍କୁ ଫ୍ୟାନ୍ସଙ୍କ ସହ ଅନଲାଇନ ଲୁଡୁ ଖେଳୁଥିବାର ଦେଖିବାକୁ ମିଳୁଛି । ସେ ଆଉ କେହି ନୁହଁନ୍ତି ସେ ହେଲେ ‘କବୀର ସିଂ’ ଫେମ କିଆରା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନୀ ଲକଡାଉନ ପାଇଁ ଦୀର୍ଘ ସମୟରୁ ଘରେ ବନ୍ଦ ଅଛନ୍ତି । କିଛି କୋହଳ ମିଳିବା ପରେ ମଧ୍ୟ ସେ କାମକୁ ଯାଇନାହାଁନ୍ତି । କାରଣ ଦେଶରେ ଏବେ ମଧ୍ୟ କୋରୋନା ଭୟ ରହିଛି । ହେଲେ ଘରେ ଶାନଦାର ରୂପେ ସମୟ ବିତାଉଛନ୍ତି କିଆରା । କାରଣ ଲକଡାଉନରେ ସେ ଫ୍ୟାନ୍ସଙ୍କ ସହ କନେକ୍ଟ ହେବାର ନୂଆ ଉପାୟ ବାଛିଛନ୍ତି । ଆଜ୍ଞା ହଁ, ସେ ଅନଲାଇନ ବନ୍ଧୁଙ୍କ ସହ ଲୁଡୁ ଖେଳି ବୋର ହେବାରୁ ବଞ୍ଚୁଛନ୍ତି । ଯାହାର ସୂଚନା ସେ ଇନଷ୍ଟାଗ୍ରାମରେ ଦେଇଛନ୍ତି ।

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଲୁଡୁ ଖେଳୁଥିବାର ଏକ ସ୍କ୍ରିନସଟ ସେୟାର କରିଛନ୍ତି । ବର୍ତ୍ତମାନ ତାଙ୍କର ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଫଟୋ...

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ପ୍ରକାଶ ଥାଉକି କିୟାରା ଖୁବଶୀଘ୍ର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ’ ଓ କାର୍ତ୍ତିକ ଆର୍ୟନଙ୍କ ଚର୍ଚ୍ଚିତ ଫିଲ୍ମ ‘ଭୁଲ ଭୁଲୈୟା 2’ରେ ନଜର ଆସିବେ । ଯାହାକୁ ନେଇ ଏକ୍ସାଇଟେଡ ତାଙ୍କ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.