ETV Bharat / sitara

ଆଶ୍ଚର୍ଯ୍ୟକର ଟ୍ବିଟ କରି ସମସ୍ତଙ୍କୁ ଚିନ୍ତାରେ ପକାଇଲେ କୁଇନ

author img

By

Published : Apr 20, 2021, 3:01 PM IST

ଭାଇରାଲ ହେଲା କଙ୍ଗନାଙ୍କ ନୂଆ ଟ୍ବିଟ । ଏଥର କୋରୋନାକୁ ଆଧାର କରି କିଛି ଲୋକଙ୍କୁ କମେଣ୍ଟ ମାରିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଦେଶରେ କୋରୋନାର ତାଣ୍ଡବ ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି । ସେପଟେ କୋରୋନାକୁ ନେଇ ସମସ୍ତେ କ୍ରୋଧିତ ନଜର ଆସୁଥିବା ବେଳେ କଙ୍ଗନା ରଣାୱତଙ୍କ କିନ୍ତୁ ଶାନ୍ତି ରହିବାକୁ ବାର୍ତ୍ତା ବାଣ୍ଟିଛନ୍ତି । ମୁଖ୍ୟ କଥା ହେଲା ଏହା ଜରିଆରେ ମଧ୍ୟ ସେ ଅନ୍ୟମାନଙ୍କୁ କମେଣ୍ଟ ମାରିଛନ୍ତି ।

  • Anyone who is angry, depressed and rattled with current situation is an entitled brat,if tom Sun decides not to shine it does not owe you any explanation,this earth which nurtured and mothered you suddenly became hostile,she does not owe you an explanation.Calm down you fools 1/2

    — Kangana Ranaut (@KanganaTeam) April 20, 2021 " class="align-text-top noRightClick twitterSection" data=" ">

ତେବେ କଥାଟି ହେଲା ଯେ ସେ ଟ୍ବିଟରେ ପୋଷ୍ଟ କରି ଲେଖିଛନ୍ତି, ‘ଯଦି କେହି କ୍ରୋଧିତ, ଉଦାସୀନ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତିତ, ତେବେ ସେମାନେ ଅଧିକାରପ୍ରାପ୍ତ ଦୃଷ୍ଟ ବ୍ୟକ୍ତି , ଯଦି ସୂର୍ଯ୍ୟ ଉଜ୍ଜଳ ନକରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏହା ଆପଣଙ୍କୁ କୌଣସି ବ୍ୟାଖ୍ୟା କରିବାର ଋଣ ନୁହେଁ, ଏହି ପୃଥିବୀ ଯାହା ଆପଣଙ୍କୁ ହଠାତ୍ ଶତ୍ରୁତା କରିଥଲା, ସେ ଆପଣଙ୍କୁ ଏକ ବାଖ୍ୟା କରିବାର ଋଣୀ ନୁହଁନ୍ତି । ମୂର୍ଖମାନେ ଶାନ୍ତ ହୁଅ ।’

ସେହିପରି ସେ ଆହୁରି କହିଛନ୍ତି, ‘ପୃଥିବୀ ତୁମ ପାଇଁ ଏହାର ଅକ୍ଷରେ ଗତି କରେ ନାହିଁ, ତୁମର ନିର୍ବୋଧ ମୁଦ୍ରା ପାଇଁ ସୂର୍ଯ୍ୟ କିରଣ କରେ ନାହିଁ । ମାକ୍ରୋକସ୍ମରେ ମଧ୍ୟ ଏହି ପୃଥିବୀ ପରମାଣୁ ପରି, ଏହି ବିଶାଳ ବ୍ରହ୍ମାଣ୍ଡରେ କିଏ ତୁମର ଜୀବନ ବିଷୟରେ ଚିନ୍ତା କରେ? ଆମେ ଜୀବନ କିମ୍ବା ମୃତ୍ୟୁକୁ କେବଳ ବୈଧ ଭାବନା ପାଇଁ କୃତଜ୍ଞତା ଜଣାଇବା। ଯଦି କିଛି ଜାଣିନ ତେବେ ଚୁପଚାପ ବସ ମୂର୍ଖମାନ ।’

  • Earth does not move on it’s axis for you, sun does not shine for your silly currency. In the Macrocosm even this earth is like an atom, in this vast universe who cares about your life ? Whether we get life or death only legitimate emotion to have is gratitude, sit down idiots 2/2

କଙ୍ଗନାଙ୍କ ଏହି ଟ୍ବିଟକୁ ନେଇ ଫ୍ୟାନ୍ସଙ୍କ ମନରେ ହଜାର ପ୍ରଶ୍ନ । କାରଣ ସେ ଟ୍ବିଟ ଜରିଆରେ କାହାକୁ ଟାର୍ଗେଟ କରିଛନ୍ତି କେହି ବୁଝିପାରୁନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.