ETV Bharat / sitara

ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ କଙ୍ଗନା

author img

By

Published : Nov 14, 2020, 10:47 PM IST

ଆଜି ଦେଶରେ ପାଳନ ହେଉଛି ଦୀପାବଳି । ଏହି ଅବସରରେ କଙ୍ଗନା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

Actress Kangana Ranaut extends Diwali greeting
ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ କଙ୍ଗନା

ମନାଲି: ଆଜି ଦେଶରେ ପାଳନ ହେଉଛି ଦୀପାବଳି । କୋରୋନା ସଙ୍କଟ ପାଇଁ ଏଥର ଧୁମଧାମରେ ପାଳନ ନହେଲେ ବି ନିଜ ନିଜ ଘରେ ସୁରକ୍ଷିତ ରୂପେ ସେଲିବ୍ରେଶନ କରିବେ ସମସ୍ତେ । ଏଥରୁ ବାଦ ପଡିନାହାଁନ୍ତି ସେଲିବ୍ରିଟି । ଘରେ ସୁରକ୍ଷିତ ଦୀପାବଳି ପୂଜା କରିବା ସହ ଫ୍ୟାନ୍ସଙ୍କୁ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା ।

ଏବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

  • दीपावली के दिन महालक्ष्मी घर आती है, हमारे घर भी देवी आ रही है, आज हमारी भाभी पहली बार अपने घर आ रही है इस रस्म को अंदरेरा ( grihapravesh) कहते हैं, सबको दीपावली की शुभकामनाएँ #HappyDiwali2020 #दीपावली pic.twitter.com/SOFbPLxauZ

    — Kangana Ranaut (@KanganaTeam) November 14, 2020 " class="align-text-top noRightClick twitterSection" data=" ">

କଙ୍ଗନା ଟ୍ବିଟ୍ କରି ଲେଖିଛନ୍ତି, "ଦିୱାଲୀ ଦିନ ମହାଲକ୍ଷ୍ମୀ ଘରକୁ ଆସନ୍ତି, ଆମ ଘରକୁ ମଧ୍ୟ ଦେବୀ ଆସୁଛନ୍ତି, ଆଜି ଆମର ଭାଉଜ ପ୍ରଥମ ଥର ପାଇଁ ତାଙ୍କ ଘରକୁ ଆସୁଛନ୍ତି । ଏହି ସମାରୋହକୁ ଗୃହପ୍ରବେଶ କୁହାଯାଏ, ସମସ୍ତଙ୍କୁ ହାପି ଦିୱାଲୀ" ।

ନିକଟରେ,କଙ୍ଗନାଙ୍କ ଭାଇଙ୍କ ବିବାହ ରୀତିନୀତି ରାଜସ୍ଥାନର ଉଦୟପୁରର 'ଦି ଲୀଲା ପ୍ୟାଲେସ୍'ରେ ସମ୍ପନ୍ନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.