ETV Bharat / sitara

ନ୍ୟୁ ଇଅର ସେଲିବ୍ରେସନ ସାରି ମୁମ୍ବାଇ ଫେରିଲେ ରଣବୀର-ଆଲିୟା

author img

By

Published : Jan 2, 2021, 8:27 AM IST

ଏଯାବତ ଫେମସ ଯୋଡି ଆଲିୟା ଓ ରଣବୀରଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିନାହିଁ । ହେଲେ ଜୟପୁରରେ ନ୍ୟୁ ଇଅର ସେଲିବ୍ରେସନ କରି ମୁମ୍ବାଇ ଫେରିଆସିଛନ୍ତି ଦୁହେଁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି

ମୁମ୍ବାଇ: ନୂଆ ବର୍ଷ ପାଳନ କରିବା ପାଇଁ ଆଉ ନିର୍ବନ୍ଧ ବନ୍ଧନରେ ଆବଦ୍ଧ ହେବା ପାଇଁ ପରିବାର ସହ ଜୟପୁରର ଯାତ୍ରା କରିଥିଲେ ବଲିଉଡର ପପୁଲାର ଲଭବାର୍ଡ ରଣବୀର କପୁର ଏବଂ ଆଲିୟା ଭଟ୍ଟ । ଦୁଇଜଣଙ୍କ ନିର୍ବନ୍ଧ ଖବର ଏଯାବତ ସାମ୍ନାକୁ ଆସିନାହୁଁ । ହେଲେ ଶୁଣିବାକୁ ମିଳୁଥିଲା 2020କୁ ଖୁସିରେ ବିଦାୟ ଦେବା ପାଇଁ ଏହି ଯୋଡି ଗଢିବେ ନୂଆ ସମ୍ପର୍କ । ସେ ଯାହା ବି ହେଉ ଏବେ ମୁମ୍ବାଇ ଫେରିଛନ୍ତି ସମସ୍ତେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି

ବର୍ତ୍ତମାନ ରନ୍ଥାମ୍ବୋର ଟ୍ରିପ ଶେଷ କରିବା ସୂଚନା ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ରଣବୀରଙ୍କ ଭଉଣୀ ରିଦ୍ଧିମା ସାହାନି । ସେ ଇନଷ୍ଟା ଷ୍ଟୋରିରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ‘ଆମର ଏହି ଆକର୍ଷଣୀୟ ଟ୍ରିପ ଶେଷ ହୋଇଯାଇଛି । ଭଲ ମୁହୂର୍ତ୍ତ । ଫ୍ୟାମିଲ ବଣ୍ଡିଂ । ନ୍ୟୁ ଇୟର 2021 ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା ସାହାନି

ପ୍ରକାଶ ଥାଉକି ଏହି ଟ୍ରିପରେ ରଣବୀର ଓ ଆଲିୟାଙ୍କ ବ୍ୟତୀତ ନୀତୁ ସିଂ, ରିଦ୍ଧିମା ମଧ୍ୟ ସାମିଲ ଥିଲେ । ସେପଟେ ଶୁଣିବାକୁ ମିଳୁଥିଲା ଏହି ଟ୍ରିପରେ ଯୋଗ ଦେଇଥିଲେ ଆଲିୟାଙ୍କ ଫ୍ୟାମିଲି । ନୀତୁ ସେୟାର କରିଥିବା କିଛି ଫଟୋରେ ରଣବୀର ସିଂ ମଧ୍ୟ ନଜର ଆସିଥିଲେ । ସେ ମଧ୍ୟ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ନ୍ୟୁ ଇୟର ସେଲିବ୍ରେଶନ କରିବାକୁ ଜୟପୁର ଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.