ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା: କଙ୍ଗନାଙ୍କ ରାଗ, ସମର୍ଥନରେ ବବିତା - ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ସାମ୍ନାକୁ ଆସିଲା ବବିତା ଫୋଗଟଙ୍କ ରାଗଭରା ଟ୍ବିଟ । ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଯୋଜନାବଦ୍ଧ ହତ୍ୟା କହିଥିବା କଙ୍ଗନାଙ୍କୁ କଲେ ସପୋର୍ଟ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 16, 2020, 1:43 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଅନେକ ସେଲିବ୍ରିଟି ବଲିଉଡକୁ ନେଇ ଭିନ୍ନ ଭନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ବି-ଟାଉନର କୁଇନ କଙ୍ଗନା ରଣାୱତ ବଲିଉଡରେ ନିଜର ପୁରା ରାଗ ଜାହିର କରିଛନ୍ତି । ସେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଯୋଜନାବଦ୍ଧ ହତ୍ୟା ମଧ୍ୟ କହିଛନ୍ତି । କଙ୍ଗନାଙ୍କ ଏହି ଅଭିଯୋଗକୁ ଫେମସ କୁସ୍ତି ଯୋଦ୍ଧା ତଥା ବିଜେପି ନେତ୍ରୀ ବବିତା ଫୋଗାଟ ସମର୍ଥନ କରିଛନ୍ତି ।

  • कंगना राणावत बहन की बात मुझे काफी हद तक सही लगती है।जो लोग छोटे शहरों से आते हैं उन लोगों के साथ वहां इस तरह का भेदभाव होता है जो नहीं होना चाहिए।फिल्म इंडस्ट्री किसी की बपौती नहीं है।भाई भतीजावाद बॉलीवुड की सबसे बड़ी बीमारी है मैंने खुद इसको काफी नजदीक से देखा है। https://t.co/bvToXzDwTV

    — Babita Phogat (@BabitaPhogat) June 15, 2020 " class="align-text-top noRightClick twitterSection" data=" ">

ସେ କଙ୍ଗନାଙ୍କୁ କଥାକୁ ସମର୍ଥନ କରି ବଲିଉଡର ଫେମସ ନିର୍ମାତା କରନ ଜୋହରଙ୍କୁ ଟାର୍ଗେଟ କରିଛନ୍ତି । ସେ ଗୋଟିଏ ପରେ ଗୋଟିଏ ଟ୍ବିଟ କରି ନିଜ କ୍ରୋଧ ଜାହିର କରିବାରେ ଲାଗିଛନ୍ତି ।

ସେହିପରି ସେ ଟ୍ବିଟଲେ ଲେଖିଛନ୍ତି, ‘କଙ୍ଗନାଙ୍କ କଥା ମତେ ଏକଦମ ସତ ଲାଗୁଛି । ଯେଉଁ ଲୋକ ଛୋଟ ସହରରୁ ଆସୁଛନ୍ତି ବଲିଉଡରେ ସେମାନଙ୍କ ସହ ଭେଦଭାବ କରାଯାଉଛି । ଯାହା କେବେ ମଧ୍ୟ ହେବା କଥା ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରି କାହାରି ଘରର ନୁହେଁ । ପରିବାରବାଦ ବଲିଉଡର ସବୁଠାରୁ ବଡ ରୋଗ ।

  • अब समय आ गया है फिल्म इंडस्ट्री को चुनिंदा परिवारों की गिरफ्त से बाहर करवाया जाए। सभी देशवासियों को एकजुट होकर भाई भतीजावाद करने वालों की फिल्मों को देखना बंद किया जाए नहीं फिर पता नहीं कितने छोटे शहरों से गए लोगों को अपनी जान देकर इसकी कीमत चुकानी पड़ेगी।#nepotisminbollywood

ଏହାକୁ ମୁଁ ନିକଟରୁ ଅନୁଭବ କରିଛି ମଧ୍ୟ । ଏବେ ସମୟ ଆସିଯାଇଛି ବଲିଉଡକୁ ପରିବାରବାଦରୁ ଅଲଗା କରିବା ପାଇଁ । ସବୁ ଦେଶବାସୀଙ୍କୁ ଏକଜୁଟ ହୋଇ ପରିବାରବାଦ ବିରୋଧରେ ସ୍ବର ଉଠାଇବା କଥା । ଆଉ ଭାଇ-ପୁତୁରାବାଦ ଫିଲ୍ମକୁ ଦେଖିବା ବନ୍ଦ କରିବା କଥା । ଜଣା ନାହିଁ ଏହି ପରିବାରବାଦ ପାଇଁ ଛୋଟ ସହରରୁ ଆସୁଥିବା ଆଉ କେତେ ଲୋକ ଆତ୍ମହତ୍ୟା କରିବେ ।’

ଆଉ ଏକ ଟ୍ବିଟରେ ସେ କରନଙ୍କ ଉପରେ ନିଜ ରାଗ ଜାହିର କରିଛନ୍ତି । ସେ ଲେଖିଛନ୍ତି, ‘କରନ ଜୋହର କିଏ? ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିବାରବାଦ ବିସ୍ତାର କରି ରଖିଛନ୍ତି । ତାଙ୍କ ପରିବାର ପୁରା ଫିଲ୍ମ ଇଣ୍ଡଷ୍ଟ୍ରି କି । କେହି ତାଙ୍କୁ ମୁହଁବନ୍ଦ କଲା ଭଳି ଜବାବ କାହିଁକି ଦେଉନାହାଁନ୍ତି ।

  • करण जौहर कौन है??क्या गंदगी फैला रखी है इसने फिल्म इंडस्ट्री में।इसकी बपौती है क्या फिल्म इंडस्ट्री इसको मुंहतोड़ जवाब क्यों नहीं देते?एक हमारी शेरनी बहन कंगना राणावत है जो इसको जवाब देती है।इस गैंग की सभी फिल्मों का बायकट करो। #bycottkarnjohrgangmovie

ଜଣେ ଆମର ବାଘୁଣୀ ଭଉଣୀ କଙ୍ଗନା ଅଛନ୍ତି ଯିଏ ତାଙ୍କୁ କଡା ଜବାବ ଦିଅନ୍ତି । କରନଙ୍କ ଗ୍ୟାଙ୍ଗର ସବୁ ଫିଲ୍ମକୁ ବଏକଟ କରାଯାଉ । ବିହାରର ଏକ ଛୋଟ ସହରରୁ ଆସିଥିବା ସୁଶାନ୍ତ ସିଂଙ୍କ ପରି ଆମେ ଜଣେ ମହାନ ଅଭିନେତାଙ୍କୁ ହରାଇଛୁ । ଯଦି କରନ ଭଳି ଲୋକଙ୍କୁ ଆମେ ଏବେ ଉଚିତ୍ ଶିକ୍ଷା ନଦେବା ତେବେ ଆମେ ସୁଶାନ୍ତଙ୍କ ପରି ଅନେକ କଳାକାରଙ୍କୁ ହରାଇଦେବା ।’

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.